Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପହଲଗାମ୍ ଆକ୍ରମଣକୁ ନେଇ ଅମିତ ଶାହଙ୍କ ବୟାନ: କହିଲେ, ଆତଙ୍କୀଙ୍କୁ ଖୋଜିଖୋଜି ମାରିବୁ

Sanchar Live by Sanchar Live
May 1, 2025
in ଭାରତ
0
ପହଲଗାମ୍ ଆକ୍ରମଣକୁ ନେଇ ଅମିତ ଶାହଙ୍କ ବୟାନ: କହିଲେ, ଆତଙ୍କୀଙ୍କୁ ଖୋଜିଖୋଜି ମାରିବୁ
0
SHARES
8
VIEWS
FacebookTwitter

ପହଲଗାମ୍ ଆକ୍ରମଣକୁ ନେଇ ଅମିତ ଶାହଙ୍କ ବୟାନ । କହିଲେ, ଆତଙ୍କୀଙ୍କୁ ଖୋଜିଖୋଜି ମାରିବୁ । ଆତଙ୍କବାଦୀଙ୍କୁ କ୍ଷମା କରାଯିବ ନାହିଁ । ଆତଙ୍କୀ ବିରୋଧୀ ଲଢ଼େଇରେ ଆମ ସହ ସାରା ବିଶ୍ୱ ଅଛି । ଆତଙ୍କବାଦ ବିରୋଧରେ ଆମର ଜିରୋ ଟୋଲେରାନ୍ସ ନୀତି । ଆମେ ମଜବୁତର ସହ ଆମ ଲଢେଇ ଲଢିଛୁ । ଆତଙ୍କବାଦର ମୂଳୋତ୍ପାଟନ କରାଯିବ । ସେମାନେ ଏହା ନଭାବନ୍ତୁ କି ଆମର ନାଗରିକମାନଙ୍କୁ ମାରି ସେମାନେ ଏ ଲଢେଇ ଜିତିଗଲେ । ମୁଁ ସମସ୍ତ ଆତଙ୍କବାଦୀଙ୍କୁ କହିବାକୁ ଚାହୁଛି ଏ ଲଢ଼େଇ ଅନ୍ତ ନାହିଁ ।

ପହଲଗାମ୍ ଆକ୍ରମଣ ପରେ ଆତଙ୍କୀଦେଶ ବିରୋଧରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଦେଶରୁ ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ପାକିସ୍ତାନ ବିଦା କରିଦେଇଛି ଭାରତ । ସେହିପରି ସିନ୍ଧୁ ନଦୀ ଜଳ ବନ୍ଦ କରିବା ସହ ପାକିସ୍ତାନୀଙ୍କ ଭିସା ମଧ୍ୟ ରଦ୍ଦ କରିଦିଆଯାଇଛି । ଏହାସହ ମିଛ ଖବର ପ୍ରସାରଣ କରୁଥିବା ପାକିସ୍ତାନର କିଛି ନ୍ୟୁଜ ଚ୍ୟାନେଲ ଓ ୟୁଟ୍ୟୁବ ଚ୍ୟାନେଲଙ୍କୁ ମଧ୍ୟ ଭାରତରେ ବ୍ୟାନ କରାଯାଇଛି ।

Tags: Amitshahpahalgamattack
ShareTweetShareSend
Sanchar Live

Sanchar Live

Next Post
ସୀମାଙ୍କୁ କ’ଣ ପାକିସ୍ତାନ ଯିବାକୁ ପଡିବ? ପୋଲିସ ଏହି ଉତ୍ତର ଦେଲେ

ଭାରତ-ପାକିସ୍ତାାନ ଉତ୍ତେଜନା ମଧ୍ୟରେ ସୀମା ହାଇଦରଙ୍କୁ ନେଇ ବଢୁଛି ସସପେନ୍ସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.