Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ନରିଙ୍କୁ ମାଡ଼ ଘଟଣା: ଅନନ୍ତ ନାରାୟଣ ଧଳଙ୍କ ଅଫିସରେ ପୋଲିସର ପଚରାଉଚରା

Sanchar Live by Sanchar Live
April 7, 2025
in ମନୋରଞ୍ଜନ
0
ନରିଙ୍କୁ ମାଡ଼ ଘଟଣା: ଅନନ୍ତ ନାରାୟଣ ଧଳଙ୍କ ଅଫିସରେ ପୋଲିସର ପଚରାଉଚରା
0
SHARES
53
VIEWS
FacebookTwitter

ଦିନକୁ ଦିନ ବଢିବାରେ ଲାଗିଛି ଯାତ୍ରା କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ବିବାଦ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଆଜି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ଅଫିସ ସମେତ ବାଲିଚନ୍ଦ୍ରପୁର ସ୍ଥିତ ଢ଼ାବାରେ ପହଞ୍ଚିଛି ପୋଲିସ । ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସଂପୃକ୍ତ ଢ଼ାବାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛନ୍ତି । ଏଗ୍ରିମେଣ୍ଟ ପେପର ଯାଞ୍ଚ କରିବା ସହ ଢ଼ାବାର ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ । ନରି ପଣ୍ଡା ଢ଼ାବା ନିକଟରେ ଥିବା ତୁଳସୀ ଗଣନାଟ୍ୟର ମାଲିକଙ୍କ ଅଫିସକୁ ଟଙ୍କା ଫେରାଇବା ପାଇଁ ଆସିଥିବା ବେଳେ ତାଙ୍କୁ ମାଲିକ ମାଡ ମାରିଥିବା ଅଭିଯୋଗ କରିଥିଲେ । ଏହି ଘାଟଣାକୁ ତୁଳସୀ ମାଲିକ ଖଣ୍ଡନ କରିଥିଲେ ।

Tags: chandikholjatranandu babuNari panda
ShareTweetShareSend
Sanchar Live

Sanchar Live

Next Post
SHG ପୁନର୍ଗଠନ କରିବାକୁ ସରକାରଙ୍କ ନିଷ୍ପତ୍ତି

SHG ପୁନର୍ଗଠନ କରିବାକୁ ସରକାରଙ୍କ ନିଷ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.