Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ଏତଲା ଦେଲେ ନରି ପଣ୍ଡା

Sanchar Live by Sanchar Live
April 6, 2025
in ମନୋରଞ୍ଜନ
0
Oplus_131072

Oplus_131072

0
SHARES
21
VIEWS
Facebook
Twitter

Related posts

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

November 4, 2026
୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

November 3, 2026

ପୁଣି ତେଜିଲା ଯାତ୍ରା କଳାକାର ଓ ମାଲିକ ବିବାଦ । ଦୁଇ ଦିନ ତଳେ ଯାତ୍ରା ମାଲିକମାନେ ଏକ ହୋଇ ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ କରିଥିଲେ । ଏନେଇ ଅଭିନେତା ନରି ପଣ୍ଡା ଗତକାଲି ବାଲିଚନ୍ଦ୍ରପୁର ଥାନାରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ବିବାଦ ଅଧିକ ଘନୀଭୂତ ହୋଇଛି । ତୁଳସୀ ଗଣନାଟ୍ୟ ମାଲିକ ଗତ ମାର୍ଚ୍ଚ ୨୮ ତାରିଖରେ ଡକାଇ ମାଡ଼ ମାରିଥିଲେ ବୋଲି ଗଣମାଧ୍ୟମରେ ଅଭିଯୋଗ କରିବା ପରେ ଅନଲାଇନରେ ଏତଲା ଦେଇଛନ୍ତି । ଯାତ୍ରା ମାଲିକ ତାଙ୍କୁ ମାଡ ମାରିବା ସହ ତାଙ୍କ ପତ୍ନୀଙ୍କୁ ଫୋନରେ ଖରାପ ବ୍ୟବହାର କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ନରି ପଣ୍ଡା । ପୋଲିସ ତାଙ୍କୁ ନ୍ୟାୟ ଦେବ ବୋଲି ଆଶା ପ୍ରକାଶ କରିଛନ୍ତି । ଏଥିସହ ଯାତ୍ରା ମାଲିକମାନେ କୌଣସି ନିଷ୍ପତି ନେବା ପୂର୍ବରୁ ପୁର୍ନବିଚାର କରିବାର ଥିଲା, ତାଙ୍କ ସହ ଆଲୋଚନା କରିବାର ଥିଲା । କଳାକାର ସଂଘ ତାଙ୍କ ସହ ଅଛି ଓ ଆଗାମୀ ଦିନରେ କଳାକାର ସଂଘ ଯାହା ନିଷ୍ପତ୍ତି ନେବ ତାକୁ ନେଇ ସେ ଆଗକୁ ଯିବେ ବୋଲି ନରି ପଣ୍ଡା କହିଛନ୍ତି । ତାଙ୍କ ପାଇଁ ଯାତ୍ରାପାର୍ଟି ରାଜନନ୍ଦୀନିର ଦ୍ୱାର ଖୋଲା ଅଛି । ଖୁବ୍ ଶୀଘ୍ର ତାଙ୍କ ଆଗାମୀ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି ନରିପଣ୍ଡା ।

Tags: firnandu babuNari pandatulshi gananatya

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.