Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

କୁମ୍ଭମେଳାକୁ ସବୁ ଭିଆଇପିଙ୍କ ପାସ୍ ବାତିଲ

Sanchar Live by Sanchar Live
January 30, 2025
in ଭାରତ
0
0
SHARES
18
VIEWS
Facebook
Twitter

ମହାକୁମ୍ଭ ମେଳାରେ ଦଳଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ ପରେ ଚେତିଛି ପ୍ରଶାସନ। ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେପରି ଶ୍ରଦ୍ଧାଳୁଙ୍କର କୌଣସି ଅସୁବିଧା ନହୁଏ ସେଥିପାଇଁ ସୁରକ୍ଷା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ସବୁ ଭିଆଇପିଙ୍କ ପାସ ବାତିଲ କରାଯାଇଛି
ମହାକୁମ୍ଭ ମେଳାରେ ଯାନବାହାନ ପ୍ରବେଶ ରୋକ
ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ୱାନ-ୱେ ଟ୍ରାଫିକ ବ୍ୟବସ୍ଥା 
ଅନ୍ୟ ରାଜ୍ୟର ଗାଡିକୁ ପ୍ରୟାଗରାଜ ଜିଲ୍ଲା ସୀମାରେ ରୋକ

Related posts

ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

November 5, 2026
ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

November 5, 2026

ପ୍ରୟାଗରାଜ ସହରରେ ୪ ଚକିଆ ଗାଡି ପ୍ରବେଶ ବାତିଲ କରାଯାଇଥିବା ନେଇ ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା ସୂଚନା ଦେଇଛନ୍ତି। ତେବେ ଏହି ଅଘଟଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ।

କୁମ୍ଭ ମେଳା ୟୁପିର ଅଧା ଜନସଂଖ୍ୟା
 ଚର୍ଚ୍ଚାରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ
  ଅବ୍ୟବସ୍ଥାକୁ ନେଇ ଘେରିଲେ ଅଖିଳେଶ

ପ୍ରୟାଗରାଜ ସହରରେ ୪ ଚକିଆ ଗାଡି ପ୍ରବେଶ ବାତିଲ କରାଯାଇଥିବା ନେଇ ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା ସୂଚନା ଦେଇଛନ୍ତି। ତେବେ ଏହି ଅଘଟଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ।

କୁମ୍ଭ ମେଳା ୟୁପିର ଅଧା ଜନସଂଖ୍ୟା
 ଚର୍ଚ୍ଚାରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ
  ଅବ୍ୟବସ୍ଥାକୁ ନେଇ ଘେରିଲେ ଅଖିଳେଶ

ମୋନୀ ଅମାବାସ୍ୟା ପାଇଁ ମହାକୁମ୍ଭ ମେଳାରେ ପ୍ରବଳ ଭିଡ଼ ହୋଇଛି । ଗତ ଦୁଇ ଦିନରେ ମେଳାରେ ସାଢେ ୧୨ କୋଟି ଲୋଙ୍କ ସମାଗମ ହୋଇଥିଲା। ଯାହା ଉତ୍ତରପ୍ରଦେଶ ଜନସଂଖ୍ୟାର ଅଧା। ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଥିଲା ବୋଲି କୁହାଯାଉଛି। ଘଟଣାକୁ ନେଇ ସବୁଠି ଦୁଖଃର ମାହୋଲ ଥିବା ବେଳେ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ମନ୍ତ୍ରୀ। ମନ୍ତ୍ରୀ ସଞ୍ଜୟ ନିସାଦ କହିଛନ୍ତି ବଡ଼ ବଡ଼ କାର୍ଯ୍ୟକ୍ରମରେ ଏଭଳି ଛୋଟ ଛୋଟ ଘଟଣା ଘଟେ। ଯାହାକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ।

Tags: Kumbhamelaprayagraj

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା
  • ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର
  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.