Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

Sanchar Live by Sanchar Live
November 5, 2026
in ଭାରତ
0
0
SHARES
3
VIEWS
Facebook
Twitter

ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ନଡ଼ା ଜଳାଇବା ଏବଂ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ଧୂଆଁର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ପ୍ରଭାବ ବାୟୁର ମାନ ଉପରେ ପଡ଼ୁଛି । ଗୁରୁବାର ଉତ୍ତରପ୍ରଦେଶର ମେରଟ ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ରେକର୍ଡ ହୋଇଛି । ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୯୮୭ ରହିଛି ।

ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶର ହାପୁଡ଼ (୮୭୭), ତୃତୀୟ ସ୍ଥାନରେ ହରିୟାଣାର ପାଣିପତ (୮୪୨), ଚତୁର୍ଥ ସ୍ଥାନରେ ମୁଜାଫରନଗର (୭୮୬) ଏବଂ ପଞ୍ଚମ ସ୍ଥାନରେ ସୋନିପତ (୭୮୧) ରହିଛି । ଏହି ତାଲିକାର ଷଷ୍ଠ ସ୍ଥାନରେ ହରିୟାଣାର ରୋହତକ (୭୪୦), ସପ୍ତମ ସ୍ଥାନରେ କୈଥଲ (୭୦୨), ଅଷ୍ଟମ ସ୍ଥାନରେ ଉତ୍ତରପ୍ରଦେଶର ଗାଜିଆବାଦ (୭୦୦), ନବମ ସ୍ଥାନରେ କରନାଲ (୬୯୯) ଏବଂ ଦଶମ ସ୍ଥାନରେ ଫରିଦାବାଦ (୬୬୩) ରହିଛି ।

Related posts

ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

November 5, 2026
ପୁଣି ଦିଲ୍ଲୀରେ ଅଘଟଣ: ଭୁଶୁଡିଲା ୩ ମହଲା କୋଠା

ପୁଣି ଦିଲ୍ଲୀରେ ଅଘଟଣ: ଭୁଶୁଡିଲା ୩ ମହଲା କୋଠା

November 5, 2026

ରାଜଧାନୀ ଦିଲ୍ଲୀ ଏବଂ ନୋଏଡାରେ ମଧ୍ୟ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର ରହିଛି । ଗୁରୁବାର ଦିଲ୍ଲୀର AQI ୫୫୪ ଥିବାବେଳେ ନୋଏଡାରେ ଏହା ୬୩୭ ରେକର୍ଡ ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସହ ଅନ୍ୟାନ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଦୀପାବଳି ପାଖେଇ ଆସୁଥିବାରୁ ଆଗକୁ ବାୟୁ ପ୍ରଦୂଷଣ ସ୍ଥିତି କିପରି ରହିବ, ତାହାକୁ ନେଇ ଚିନ୍ତା ବଢ଼ିଛି ।

Tags: indiapollution

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
  • ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ
  • ପୁଣି ଦିଲ୍ଲୀରେ ଅଘଟଣ: ଭୁଶୁଡିଲା ୩ ମହଲା କୋଠା

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.