Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Sanchar Live by Sanchar Live
January 19, 2025
in ଭାରତ
0
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
0
SHARES
12
VIEWS
FacebookTwitter

ମୁମ୍ବାଇ: ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ହୋଇଛି । ଏନେଇ ମୁମ୍ବାଇ ପୁଲିସ ରବିବାର ସକାଳୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।

ଡିସିପି ଦୀକ୍ଷିତ୍ ଗଦାମ ମିଡିଆକୁ ସୂଚନା ଦେଇ କହିଛନ୍ତି, ସୈଫଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ବାନ୍ଦ୍ରା ପୁଲିସ ଥାଣେରୁ ଗିରଫ କରିଛି । ଅଭିଯୁକ୍ତ ହେଉଛି ମହମ୍ମଦ ଶରୀଫୁଲ୍ ଇସଲାମ୍ ଶହଜାଦ । ସେ ବାଂଲାଦେଶୀ ବୋଲି ଅନୁମାନ କରୁଛି ପୁଲିସ । ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାରମ୍ଭିକ ତଦନ୍ତ ଏବଂ ମିଳିଥିବା ସାକ୍ଷ୍ୟ ଆଧାରରେ ଅଭିଯୁକ୍ତ ବାଂଲାଦେଶୀ କି ନୁହେଁ ତାହା ଶୀଘ୍ର ଜଣାପଡ଼ିବ ବୋଲି ପୁଲିସ କହିଛି । ଏହାଛଡ଼ା ଅଭିଯୁକ୍ତର ଆଜି ମେଡିକାଲ ଟେଷ୍ଟ ହେବ ପରେ ତା’କୁ କୋର୍ଟରେ ଚାଲାଣ କରାଯିବ । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଶହଜାଦ ନିକଟରୁ କୌଣସି ପ୍ରକାର ବୈଧ ଭାରତୀୟ ପ୍ରମାଣପତ୍ର ମିଳିନାହିଁ । ପୁଲିସ ଏବେ ଅଭିଯୁକ୍ତକୁ ପଚରାଉଚରା କରୁଛି । ୫ରୁ ୬ ମାସ ହେଲା ମୁମ୍ବାଇକୁ ଆସିଥିଲା ଏବଂ ଏକ ହାଉସ୍ କିପିଂ ଏଜେନ୍ସିରେ କାମ କରୁଥିଲା । ବର୍ତ୍ତମାନ ସମୟରେ ତାଙ୍କ ନିକଟରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଚୋରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମହମ୍ମଦ ଶହଜାଦ ସୈଫଙ୍କ ଘରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ମହମ୍ମଦ ସୈଫ ଅଲ୍ଲୀଙ୍କ ଘରେ ପଶିଛି ବୋଲି ତା’କୁ ଜଣା ନ ଥିଲା । ଅଚାନକ ଅଭିନେତା ତା’ ସାମ୍ନାରେ ଆସିଯାଇଥିଲେ । ଏହାପରେ ସେ ଛୁରୀରେ ହମଲା କରି ଦେଇଥିଲା ବୋଲି ପୁଲିସକୁ କହିଛି । ଅଭିଯୁକ୍ତ ବିରୋଧ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ମହମ୍ମଦ ଶରୀଫୁଲ୍ ଇସଲାମ୍ ଶହଜାଦ ବାବଦରେ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି ।

Tags: crimemumbaisaif ali khan
ShareTweetShareSend
Sanchar Live

Sanchar Live

Next Post
ଭିତରକନିକାରେ ଆଜିଠୁ ଆରମ୍ଭ ହୋଇଛି ବଉଳା କୁମ୍ଭୀର ଗଣନା

ଭିତରକନିକାରେ ଆଜିଠୁ ଆରମ୍ଭ ହୋଇଛି ବଉଳା କୁମ୍ଭୀର ଗଣନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.