ସଂଚାର ବ୍ୟୁରୋ: ଆସନ୍ତାକାଲି ସକାଳ ଯାଏଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ବିଜୁଳି ଓ ଘଡଘଡି ସହ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ହୋଇଥିବା ୫ ଜିଲ୍ଲାଗୁଡିକୁ ହେଲା – କୋରାପୁଟ , ରାୟଗଡା, ନବରଙ୍ଗପୁର , ଗଜପତି , ଗଞ୍ଜାମ ।