Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗିରଫ

Sanchar Live by Sanchar Live
November 12, 2024
in ଅପରାଧ
0
ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗିରଫ

Oplus_131072

0
SHARES
8
VIEWS
FacebookTwitter

ଭୁବନେଶ୍ୱର: ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୂର୍ବତନ ଏନଏସୟୁଆଇ ରାଜ୍ୟ ସଭାପତି ତଥା ବର୍ତ୍ତମାନର ବିଜେପି ନେତା ଇତିଶ ପ୍ରଧାନଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ତାଙ୍କ ସହ ଆଉ ଦୁଇ ଜଣ ଅପର୍ନ ମିଶ୍ର ଏବଂ ବିପ୍ଳବ ପରିଡାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଅଭିଯୋଗକାରୀ ସରୋଜ କୁମାର ମିଶ୍ରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଏହି ତିନି  ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୦୯ ତାରିଖ ବିଳମ୍ବିତ ରାତିରେ ତିନି ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ମିଶି ସରୋଜ ମିଶ୍ରଙ୍କୁ ଫୋନ କରି ନିଜକୁ ସହିଦନଗର ଥାନାର ଥାନାଧିକାରୀ ବୋଲି କହିବା ସହ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ଏବଂ ତୁରନ୍ତ ଥାନାକୁ ଆସି ଦେଖା କରିବାକୁ କହିଥିଲେ । ଏହା ଶୁଣି ସରୋଜ ତୁରନ୍ତ ଆସି ଥାନା ନିକଟରେ ପହଞ୍ଚି ଗାଡ଼ିରୁ ଓଲ୍ହାଇବା କ୍ଷଣି, ଇତିଶଙ୍କ ସହ ତାଙ୍କ ସହଯୋଗୀମାନେ ଉକ୍ତ ବ୍ୟକ୍ତିଙ୍କ ମୁହଁକୁ କାଳି ମାଡ କରିବା ସହିତ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ସରୋଜ ଗୁରୁତର ଆହତ ହୋଇଥିଲେ ।

ତେବେ ଘଟଣାର ପାଞ୍ଚ ଦିନ ପୂର୍ବରୁ ସରୋଜଙ୍କୁ ଦାଦାବଟି ମାଗିଥିଲେ ଅଭିଯୁକ୍ତ । ଦାଦାବଟି ଦେବା ଲାଗି ସରୋଜ ଅମଙ୍ଗ ହେବାରୁ ଅଭିଯୁକ୍ତ ମାନେ ତାଙ୍କ ଉପରେ ଏପରି ଆକ୍ରମଣ କରିଥିବା କହଛି ପୋଲିସ । ସେପଟେ ଗିରଫ ପରେ ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ। ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ବିପ୍ଲବ ପରିଡାଙ୍କ ନାମରେ ବିଭିନ୍ନ ଥାନାରେ ୫ ଗୋଟି ମାମଲା ରହିଥିବା ବେଳେ, ଅଭିଯୁକ୍ତ ଇତିଶ ପ୍ରଧାନଙ୍କ ନାମରେ ମଧ୍ୟ ୫ ଗୋଟି ଅପରାଧିକ ମାମଲା ରହିଛି।

 

Tags: bhubaneswarcrime
ShareTweetShareSend
Sanchar Live

Sanchar Live

Next Post
ବିଜେଡିର ଆୟୁଷ ବହୁତ କମ : ଜୟନାରାୟଣ ମିଶ୍ର

ବିଜେଡିର ଆୟୁଷ ବହୁତ କମ : ଜୟନାରାୟଣ ମିଶ୍ର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.