Month: July 2026

ବିଶ୍ୱକପ୍ କ୍ୟାରିୟର ଶେଷ, କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ କ୍ୟାରିୟର ଶେଷରେ ଫିଫା ବିଶ୍ୱକପ୍ 2026 ରେ ଶେଷ ହୋଇଛି। ସ୍ପେନ୍ ପ୍ରି-କ୍ୱାର୍ଟରଫାଇନାଲରେ ପର୍ତ୍ତୁଗାଲକୁ 1-0 ଗୋଲରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ ...

Read more

ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ଟଙ୍କା ରହିଛି ପେଟ୍ରୋଲ- ଡିଜେଲ ଦର

ଆଜି ପାଇଁ ସ୍ଥିର ରହିଛି ପେଟ୍ରୋଲ କିମ୍ବା ଡିଜେଲ ଦର । ଲଗାତାର କିଛିଦିନ ହେଲାଣି ସ୍ଥିର ରହିଛି ପେଟ୍ରୋଲ କିମ୍ବା ଡିଜେଲ ଦର । ଆଜି ...

Read more

ସତର୍କ ରୁହ ତଳିଆ ଅଞ୍ଚଳ, ଖୋଲିବ ହୀରାକୁଦ ଡ୍ୟାମ ଗେଟ

ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ । ଲଗାଣ ବର୍ଷାରେ ସମ୍ବଲପୁରର ହାଲ୍ ବେହାଲ। ସମ୍ବଲପୁରର ତଳିଆ ଅଞ୍ଚଳ ...

Read more

ହ୍ୱାଟସ୍‌ଆପ୍‌ର ନୂଆ ୟୁଜରନେମ୍ ଫିଚରରେ ରହିଛି କଣ, କାହିଁକି ଉପୁଜିଛି ବିବାଦ?

ହ୍ୱାଟସ୍‌ଆପ୍‌ର ନୂଆ ୟୁଜରନେମ୍ ଫିଚରକୁ (WhatsApp Username Feature) ନେଇ ଭାରତ ସରକାର ଏବଂ ମେଟା (Meta) ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଏହି ...

Read more

କର୍ଡନ ପାସ୍ ଉପରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କର୍ଡନ ପାସ୍ ଉପରେ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ...

Read more

ଯେଉଁଠାରୁ ଆରମ୍ଭ, ସେଇଠି ସରିଲା କ୍ୟାରିଅର୍

ବ୍ରାଜିଲର ଷ୍ଟାର୍ ଫୁଟବଲର ନେମାର (Neymar) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଇଛନ୍ତି। ଫିଫା ବିଶ୍ୱକପ୍ ୨୦୨୬ (FIFA World Cup 2026) ର ରାଉଣ୍ଡ ଅଫ୍-୧୬ ମ୍ୟାଚରେ ନରୱେ (Norway) ଠାରୁ ବ୍ରାଜିଲ ୨-୧ ଗୋଲରେ ...

Read more

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ସରକାରଙ୍କୁ ଇସ୍ତଫା ନେବାକୁ ମାଗିଲେ ଅନୁମତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ...

Read more

ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଲଢ଼ିବେ PK

ବିହାର ରାଜନୀତିରେ ବଡ଼ ହଲଚଲ । ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି । ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ...

Read more

ପ୍ୟାଣ୍ଟ ଭିତରେ ନେଉଥିଲେ ସୁନା, ମାଡ଼ିବସିଲେ….

ମହାରାଷ୍ଟ୍ରର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ତଏକ ବଡ଼ ସୁନା ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ ହୋଇଛି । ଦୁବାଇରୁ ଆସିଥିବା ଜଣେ ମହିଳାଙ୍କ ପ୍ୟାଣ୍ଟ ...

Read more

ଜାଣନ୍ତୁ ଟେଲିଗ୍ରାମକୁ ପୁଣି କାହିଁକି ନୋଟିସ କଲେ କେନ୍ଦ୍ର ସରକାର?

ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ OTT ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାମଲାରେ ...

Read more
Page 14 of 17 1 … 13 14 15 … 17