ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହୋଇଛି ଜିଲ୍ଲା ସଭାପତିଙ୍କ ନାଁ। ଗତ ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ, ରବିବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୩ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ଯେଉଁ ସବୁ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇଛି ସେମାନେ ହେଲେ:
ଅନୁଗୁଳ- ଯଯାତି କେଶରୀ ପଟ୍ଟନାୟକ
ଭଦ୍ରକ- ଭଗବାନ ପଣ୍ଡା
ଭୁବନେଶ୍ୱର- ନିରଞ୍ଜନ ମିଶ୍ର
ଗଜପତି- ନବକିଶୋର ଶବର
ଯାଜପୁର- ଦେବଯାନୀ ପ୍ରଧାନ
କେନ୍ଦ୍ରାପଡ଼ା: ଶଶାଙ୍କ ଶେଖର ସେଠି
ବାଲେଶ୍ୱର: ଈଶ୍ୱର ଚନ୍ଦ୍ର ବେହେରା
କଟକ ନଗର: ସୁକାନ୍ତ ବିଶ୍ୱାଳ
କଳାହାଣ୍ଡି: ଯୁଗଳ ପୋଢ଼
ମୟୂରଭଞ୍ଜ (ରାଇରଙ୍ଗପୁର): ଜୁରିଲାଲ ମହନ୍ତ
ଦେବଗଡ଼: ଅରୁଣ କୁମାର ସାହୁ