Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବଡ଼ ଭାଇଙ୍କୁ ମନ୍ମଥଙ୍କ ଟାର୍ଗେଟ କହିଲେ `ବାରମ୍ବାର ବିଜେଡି ନେତାଙ୍କୁ ସାକ୍ଷାତ କରୁଥିଲେ’ `ରିଜେକ୍ଟ ହେବାରୁ ଏବେ ବିଜେଡି ବିରୋଧରେ କହି ବୁଲୁଛନ୍ତି’

Sanchar Live by Sanchar Live
January 25, 2025
in ଓଡିଶା
0
ବଡ଼ ଭାଇଙ୍କୁ ମନ୍ମଥଙ୍କ ଟାର୍ଗେଟ କହିଲେ `ବାରମ୍ବାର ବିଜେଡି ନେତାଙ୍କୁ ସାକ୍ଷାତ କରୁଥିଲେ’ `ରିଜେକ୍ଟ ହେବାରୁ ଏବେ ବିଜେଡି ବିରୋଧରେ କହି ବୁଲୁଛନ୍ତି’
0
SHARES
27
VIEWS
FacebookTwitter

ବଡ଼ ଭାଇଙ୍କ ଉପରେ ଟିପ୍ପଣୀ ଦେଲେ ସାନ ଭାଇ ମନ୍ମଥ ରାଉତରାୟ। ତାଙ୍କ ଭାଇ ବିଜେଡି ବିରୁଦ୍ଧରେ ଦେଉଥିବା ମତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ। କହିଛନ୍ତି, ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ବାରମ୍ବାର ବିଜେଡି ନେତାଙ୍କୁ ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ବାରମ୍ବାର ବିଜେଡି ନେତାଙ୍କୁ ସାକ୍ଷାତ କରୁଥିଲେ। ଶେଷରେ ରିଜେକ୍ଟ ହେବାରୁ ଏବେ ବିଜେଡି ବିରୋଧରେ କହି ବୁଲୁଛନ୍ତି। ସେ ବିଜେପିର ବଡ଼ନେତାଙ୍କୁ ଦିଲ୍ଲୀରେ ମଧ୍ୟ ଦେଖା କରିଥିଲେ । ସେଠି ବି ରିଜେକ୍ଟ ହୋଇଥିଲେ । ଯଦି ସେ ଓଡିଶାକୁ ଏତେ ଭଲପାଉଥିଲେ ତେବେ ୧୮ ବର୍ଷ ଧରି ଆମେରିକାରେ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ମଥ । ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କଣ କରୁଥିଲେ ? ବାପା ମାଆଙ୍କ ସମ୍ପତ୍ତିକୁ ବ୍ୟବହାର କରି ବିଦେଶ କଣ କରୁଥିଲେ ? କାହିଁକି ତାଙ୍କ ପିଲାମାନେ ଆମେରିକାର ପାସପୋର୍ଟରେ ଅଛନ୍ତି ? ଆମେ ତ ଆମ ମାଟିକୁ ଛାଡିନୁ । ଯେହେତୁ କିଛି ପାଇଲେନି ସେଥିପାଇଁ ବିଜେଡି ସୁପ୍ରିମୋଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଉଛନ୍ତି। ମୋ ଗୁରୁଙ୍କୁ ସେ ବ୍ୟକ୍ତି ଗାଳି କରୁଛନ୍ତି, ତାହା ମୁଁ ସହି ପାରିବିନି ବୋଲି ସିଧାସଳଖ କହିଛନ୍ତି ମନ୍ମଥ । ଯାହା ସେ କହୁଛନ୍ତି ତାକୁ ପ୍ରମାଣ କରି ଦେଖାନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ମନ୍ମଥ ।

Tags: disha politicsmanmath routray
ShareTweetShareSend
Sanchar Live

Sanchar Live

Next Post
ଜଙ୍ଗଲରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.