Thursday, July 17, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶ୍ରାବଣ ମାସରେ ପରିବା ଦର ଆକାଶ ଛୁଆଁ

Sanchar Live by Sanchar Live
July 16, 2025
in ଓଡିଶା
0
ବଢୁଛି ପରିବା ଦର: ଗ୍ରାହକଙ୍କୁ ଭୁଆଁ ବୁଲାଉଛନ୍ତି ବ୍ୟବସାୟୀ
0
SHARES
99
VIEWS
FacebookTwitter

ଶ୍ରାବଣ ମାସରେ ପରିବା ଦର ଆକାଶ ଛୁଆଁ । ଅଧିକାଂଶ ପରିବା ଦର କିଲୋ ପିଛା ୮୦ ଟଙ୍କା ପାର ।  ଲଗାଣ ବର୍ଷାରେ ଚାଷୀଙ୍କ ପରିବା ଚାଷ ଧୋଇଗଲା ପରେ ଚିନ୍ତାରେ ଚାଷୀ, ସେପଟେ ବଜାରରେ ପରବା ଦର ଖାଉଟିଙ୍କ ପକେଟକୁ ବାଧୁଛି । ଫଳରେ ଭାବିଚିନ୍ତି ପରିବା କିଣୁଛନ୍ତି ଖାଉଟି ପରିବାରେ ବ୍ୟାଗ ଭର୍ତ୍ତି ନହେଉଣି ପକେଟରୁ ପଇସା ସରିଯାଉଛି । ଲଗାଣ ବର୍ଷାରେ ପରିବା କିଆରିରେ ବର୍ଷା ପାଣି ଜମି ରହିଥିବାରୁ ପନିପରିବା ଫସଲ ଅମଳ ହ୍ରାସ ପାଇଛି। ବାହାର ପରିବା ଉପରେ ବ୍ୟବସାୟୀ ଓ ଖାଉଟି ନିର୍ଭର କରୁଥିବା ବେଳେ ଏଠାରେ ପରିବା ଦର ଆକାଶଛୁଆଁ ହୋଇଛି ।

ବାଇଗଣ – ୯୦,କୋବି – ୪୦ ଟଙ୍କା ,କାଙ୍କଡ଼ – ୪୦ ଟଙ୍କା,ଜହ୍ନି – ୬୦ ଟଙ୍କା ,ବନ୍ଧାକୋବି – ୩୦ , ଭେଣ୍ଡି – ୬୦ ଟଙ୍କା ,ଝୁଡ଼ଙ୍ଗ – ୮୦ ଟଙ୍କା,ପୋଟଳ – ୬୦ ଟଙ୍କା ,ଟମାଟୋ – ୪୦ ଟଙ୍କା ,ଛଚିନ୍ଦ୍ରା – ୫୦ ଟଙ୍କା ବିକ୍ରି ହେଉଛି । ଲଗାଣ ବର୍ଷା କାରଣରୁ ଅନେକ ପରିବା ଅମଳ ନ ହୋଇ ଜମିରେ ପଚି ଶଢ଼ୀ ଯାଉଛି ।  ଏମିତିକି ଅନେକ ପରିବା ଗଛ ବି ନଷ୍ଟ ହୋଇ ଯାଉଛି ।  ଯାହାକି ଏହି ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡିଛି । ଶ୍ରାବଣ ମାସରେ ପରିବାର ଚାହିଦା ଅଧିକ ରହିଥିବା ବେଳେ ସେହି ଅନୁସାରେ ପରିବା ବଜାରକୁ ଆସିପାରି ନାହିଁ । ଯେଉଁ କାରଣରୁ ପରିବା ଦର ଉଚ୍ଚା ରହୁଛି ।  ଏହି ସମସ୍ୟା ଆହୁରି ଏକ ମାସ ପର୍ଯ୍ୟନ୍ତ ଲାଗି ରହିପାରେ । ସ୍ଥାନୀୟ ପରିବା ଅମଳ ହେବା ପରେ ଦର କମିପାରେ ।  ସେହିପରି ପାଗ ଅନୁକୂଳ ରହିଲେ ପରିବା ଦର ସ୍ୱଭାବିକ ହେବ ।”

Tags: odishavegitableprice
ShareTweetShareSend
Sanchar Live

Sanchar Live

Next Post
ସଂସଦ ମୌସୁମୀ ଅଧିବେଶନ ପ୍ରସ୍ତୁତି

ସଂସଦ ମୌସୁମୀ ଅଧିବେଶନ ପ୍ରସ୍ତୁତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ
  • ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି ?
  • ବର୍ଷାଋତୁରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁନି ଏହି ପରିବା
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.