Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଫୁସ୍‌ଫୁସ୍‌ ଓ ଛାତିକୁ ମଜଭୁତ କରେ ଅର୍ଦ୍ଧ ଚକ୍ରାସନ, ଜାଣନ୍ତୁ କିପରି କରିବେ ଏହି ଯୋଗ

Sanchar Live by Sanchar Live
April 16, 2025
in ଜୀବନ ଶୈଳୀ
0
ଫୁସ୍‌ଫୁସ୍‌ ଓ ଛାତିକୁ ମଜଭୁତ କରେ ଅର୍ଦ୍ଧ ଚକ୍ରାସନ, ଜାଣନ୍ତୁ କିପରି କରିବେ ଏହି ଯୋଗ
0
SHARES
5
VIEWS
FacebookTwitter

ମନୁଷ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗର ସୃଷ୍ଟି । ଆସନରେ ଏମିତି  ଅନେକ ଗୁଣ ରହିଛି, ଯାହା ପ୍ରକୃତିରୁ ମିଳୁଥିବା ଗୁଣର ପ୍ରତିରୂପ  ମଧ୍ୟ । ଅର୍ଦ୍ଧ ଚକ୍ରାସନ ହେଉଛି ଚକ୍ରାସନର ଅନ୍ୟ ଏକ ଭାରିଏଣ୍ଟା ।  ଏହା କରିବା ଦ୍ୱାରା ଶରୀରର ନମନୀୟତା ବଢିଥାଏ । ଯୋଗାସନ  କରିବା ଦ୍ୱାରା ଶରୀର ଓ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ ।  ଯୋଗ ସମୟରେ ଆଗପଛ  ଝୁଙ୍କିବା ଦ୍ୱାରା ଫୁସ୍‌ଫସ୍‌  ଓ ଛାତିର ମାଂସପେଶୀ  ମଜଭୁତ ହୋଇଥାଏ ।  ସକାଳ ବା ସନ୍ଧ୍ୟା  କୌଣସି ସମୟରେ   ଯୋଗ କରାଯାଇପାରିବ ।  କିନ୍ତୁ ୪/୫ ଘଣ୍ଟା ପେଟ  ଖାଲି ଥିବା ଦରକାର ।

 ଅର୍ଦ୍ଧ ଚକ୍ରାସନ :

-ଯୋଗ ମ୍ୟାଟ୍‌ରେ ସିଧା ହୋଇ ଠିଆ ହୋଇଯାନ୍ତୁ ।

– ପାଦକୁ ସିଧା ରଖିବା ସହ ହାତକୁ ଶରୀରରେ ଲଗାଇ  ରଖନ୍ତୁ ।

– ନିଜ ଓଜନକୁ ଦୁଇ ପାଦ ଉପରେ ସନ୍ତୁଳିତ କରି ରଖନ୍ତୁ ।

– ଏବେ ପ୍ରଶ୍ୱାସକୁ ଭିତରକୁ ଟାଣି ଦୁଇ ହାତକୁ ଉପରକୁ ଉଠାନ୍ତୁ ।  ଦୁଇ ହାତର ପାପୁଲିକୁ ପରପ୍ସରକୁ ସାମ୍‌ନା କରି ରଖନ୍ତୁ ।

– ଏବେ ନିଶ୍ୱାସକୁ ଛାଡିବା ସହ ପେଟ ଅଂଶକୁ ଆଗ ଆଡକୁ ମୋଡନ୍ତୁ ।

– ଦୁଇ ହାତ ଓ ଶରୀରକୁ ପଛକୁ ଟାଣିବା ସହ କାନ, କହୁଣୀ ଓ ଆଣ୍ଠୁକୁ ସିଧା  ରଖିବାକୁ ପ୍ରୟାସ କରନ୍ତୁ ।

– ମୁଣ୍ଡ ଓ ଛାତିକୁ ଉପର ଆଡକୁ ଉଠାଇବା ସହ ହାତକୁ ପଛ ଆଡେ ତଳକୁ  ଟାଣନ୍ତୁ । ଏହି ସମୟରେ ନିଶ୍ୱାସ-ପ୍ରଶ୍ୱାସ ରୋକନ୍ତୁ ନାହିଁ ।

– ଏବେ ପ୍ରଶ୍ୱାସ ଭିତରକୁ ନେବା  ସହ ପ୍ରାରମ୍ଭିକ ମୁଦ୍ରାକୁ ଫେରି  ଆସନ୍ତୁ । ପ୍ରଥମେ କୌଣସି ଯୋଗ  ପ୍ରଶିକ୍ଷକଙ୍କ ଦ୍ୱାରା ଟ୍ରେନିଂ ନିଅନ୍ତୁ ।

ଫାଇଦା :

ଅର୍ଦ୍ଧା-ଚକ୍ରାସନ କରିବା ଦ୍ୱାରା କାନ୍ଧ,  ଛାତି ଓ ମାଂସପେଶୀ ନମନୀୟ  ହୋଇଥାଏ । ଏହି ଯୋଗ ଦ୍ୱାରା  ପେଟ, ପାଦ, କାନ୍ଧ ଓ ମେରୁଦଣ୍ଡ ହାଡ଼ ଆଦି ମଜଭୁତ ହୋଇଥାଏ । ସେହିପରି   ପିଠିର ତଳ ଅଂଶରେ ହେଉଥିବା ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ । ଏହି ଆସନ  ଅଭ୍ୟାସ କରିବା ଦ୍ୱାରା ଚିନ୍ତା ଓ ଚାପକୁ କମ୍‌ କରାଯାଇପାରିବ ।

ସାବଧାନ :

ଅଣ୍ଟା, ମେରୁଦଣ୍ଡ ହାଡ଼ ଓ ବେକ ଆଦିରେ ଯନ୍ତ୍ରଣା ଥିଲେ ଏହି ଆସନ କରନ୍ତୁ ନାହିଁ ।  ଆର୍ଥ୍ରାଇଟିସ୍‌ ଥିଲେ ବିନା ଯୋଗଗୁରୁରେ ଏହି ଆସନ କରନ୍ତୁ ନାହିଁ । ସେହିପରି  ହୃଦୟ ଓ ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଏହି ଆସନ କରନ୍ତୁ ନାହିଁ ।

Tags: LiverYoga
ShareTweetShareSend
Sanchar Live

Sanchar Live

Next Post
୨ହଜାର ନୂଆ ଟ୍ରାଫିକ୍ ପଦବୀ ପୂରଣ ପାଇଁ ସରକାରଙ୍କ ମଞ୍ଜୁରୀ

୨ହଜାର ନୂଆ ଟ୍ରାଫିକ୍ ପଦବୀ ପୂରଣ ପାଇଁ ସରକାରଙ୍କ ମଞ୍ଜୁରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.