ସଂଚାର ବ୍ୟୁରୋ: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ସନ୍ଧ୍ୟା ୪ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। କ୍ୟାବିନେଟରେ ନୂତନ ଶିକ୍ଷା ନୀତି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ। ଏହାସହ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବରେ ବାଜିପାରେ ମୋହର।
© 2024 Sanchar News