Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜିଠାରୁ WPL ଆରମ୍ଭ

Sanchar Live by Sanchar Live
February 14, 2025
in କ୍ରୀଡ଼ା
0
ଆଜିଠାରୁ WPL ଆରମ୍ଭ
0
SHARES
8
VIEWS
FacebookTwitter

WPL ବା ମହିଳା ପ୍ରିମିଅର ଲିଗ୍ ଆଜିଠାରୁ ଆରମ୍ଭ ହେଉଛି । ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ । ଚଳିତ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ଭଳି ଦଳ ଟାଟା ଡବ୍‌ଲ୍ୟୁପିଏଲ୍-୨୦୨୫ରେ ଭାଗ ନେବେ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାଏଣ୍ଟସ୍ । ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ ।

ମେଗ୍ ଲାନିଂ, ଆସ୍‌ଲି ଗାର୍ଡନର, ହରମନପ୍ରୀତ୍ କୌର, ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ଏହି ପାଞ୍ଚଟି ଦଳର ନେତୃତ୍ବ ନେବେ । ଏହି ଲିଗ୍ ଭାରତର ଚାରିଟି ସହର ବେଙ୍ଗାଲୁରୁ, ଲକ୍ଷ୍ନୌ, ମୁମ୍ବାଇ ଓ ବଡ଼ୋଦରାରେ ଖେଳାଯିବ ।

ବେଙ୍ଗାଲୁରୁ ଓ ଲକ୍ଷ୍ନୌ ପର୍ଯ୍ୟାୟ ଯଥାକ୍ରମେ ଫେବ୍ରୁଆରୀ ୨୧ ଓ ମାର୍ଚ୍ଚ ୩ରୁ ଆରମ୍ଭ ହେବ । ମାର୍ଚ୍ଚ ୧୦ରୁ ମୁମ୍ବାଇରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବା ସହ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହିଁ ଏଲିମିନେଟର, ଫ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ । ସବୁ ମ୍ୟାଚ୍ ଭାରତୀୟ ସମୟ ରାତି ୭ଟା ୩୦ରୁ ଆରମ୍ଭ ହେବ । ଷ୍ଟାର ସ୍ପୋଟର୍ସ ନେଟୱାର୍କ ଏହି ମ୍ୟାଚ ପ୍ରସାରଣ କରିବ । ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନୀ+ ହଟଷ୍ଟାରରେ ହେବ ।

ସୂଚନାଯୋଗ୍ୟ, ପୁରୁଷ  IPL ୨୦୨୫ର ୧୮ତମ ସିଜିନ ଆରମ୍ଭ ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ହେବ । ଆଇପିଏଲ ପାଇଁ ୧୦ର ଫ୍ରାଞ୍ଚାଇଜ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ୨୦୨୫ ପାଇଁ ଆରସିବି ଟିମର ଅଧିନାୟକ ଚୟନ ହୋଇଛି । ପ୍ରଥମେ ବିରାଟ, ତା’ପରେ ଫାଫ ଡୁପ୍ଲେସିସ ଏବଂ ପରେ ଟିମର ଅଧିନାୟକ ଦାୟିତ୍ବ ରଜତ ପାଟିଦାରଙ୍କୁ ଦିଆଯାଇଛି । ଆରସିବି ରଜତଙ୍କୁ ୧୧ କୋଟି ଟଙ୍କାରେ ରିଟେନ କରିଥିଲା ।

Tags: cricketWpl
ShareTweetShareSend
Sanchar Live

Sanchar Live

Next Post
ବେଦାନ୍ତ ଲାଞ୍ଜିଗଡର ଷ୍ଟ୍ରବେରୀ ଚାଷ ଚାଷୀଙ୍କ ମୁହଁରେ ଫୁଟାଇଛି ହସ

ବେଦାନ୍ତ ଲାଞ୍ଜିଗଡର ଷ୍ଟ୍ରବେରୀ ଚାଷ ଚାଷୀଙ୍କ ମୁହଁରେ ଫୁଟାଇଛି ହସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.