Monday, March 9, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ବିଶ୍ୱ ଦିବସ୍ ଦିବସ

Sanchar Live by Sanchar Live
December 1, 2025
in ଓଡିଶା
0
ଆଜି ବିଶ୍ୱ ଦିବସ୍ ଦିବସ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜି ହେଉଛି ବିଶ୍ୱ ଦିବସ୍ ଦିବସ । AIDS ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହି ରୋଗରେ ପୀଡିତ ଲୋକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତଥା ଆଜିର ଦିନରେ ବିଶ୍ୱବ୍ୟାପୀ ପାଳିତ ହେଉଛି ‘ବିଶ୍ୱ ଏଡସ ଦିବସ୍’ । ଚଳିତ ବର୍ଷର ଥିମ ରହିଛି Overcoming disruption, transforming the AIDS response.” ତଥା ଦିବସ୍ ପାଇଁ ଥିବା ଲଜ୍ୟା ଭୟ ଓ ସାମାଜିକ ଦୂରତାକୁ ନାଶ କରିବା କେତେ ଜରୁରୀ ।

ବିଶ୍ୱରେ HIV ସଂକ୍ରମଣ ବା ଦିବସ୍ ଏକ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା । ଏହି ରୋଗର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରି ପାରିନାହିଁ । ସାଧାରଣତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଏଡସ ସଂକ୍ରମିତଙ୍କଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ଛୁଞ୍ଚି ପୁନଃବ୍ୟବହାର କରିବା ଦ୍ୱାରା ବି ଏହା ଅନ୍ୟକୁ ସଂକ୍ରମିତ ହୋଇଥାଏ ।

ଯେକୌଣସି ବୟସର ଲୋକଙ୍କୁ ଏଡସ ହୋଇପାରେ । ଏଡସ ସଂକ୍ରମିତ କେବଳ ଶାରିରୀକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ସାମାଜିକ ବିଭେଦର ମଧ୍ୟ ଶିକାର ହୋଇଥାନ୍ତି । ଦିବସ୍ ବିଷୟରେ ଅଧିକ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ‘ବିଶ୍ୱ ଦିବସ୍ ଦିବସ’ ଭାବେ ପାଳନ କରାଯାଉଛି । ସାରା ବିଶ୍ୱରେ ଏଡସକୁ ନେଇ ଆଜି ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ।

୨୦୨୨ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଏବେ ୨୪ ହଜାରରୁ ଅଧିକ ଦିବସ୍ କେସ ଆକ୍ଟିଭ ରହିଛି । ସଂକ୍ରମିତଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଡସକୁ ସମୂଳେ ନାଶ କରିବା ପାଇଁ ରାଜ୍ୟ ସରକାର ୨୦୩୦ ସୁଧା ୮୦ ପ୍ରତିଶତ ସଂକ୍ରମଣ କମେଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୫ ସୁଦ୍ଧା ମାଆଠୁ ସଂକ୍ରମଣ ଯେମିତି ପିଲାକୁ ନ ବ୍ୟାପେ ସେନେଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକଟ କରଯାଇଥାଏ । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୯ହଜାର ୪୦ଟି ଏଚଆଇଭି ପଜିଟିଭ ରହିଛି । ସେଥି ମଧ୍ୟରୁ ପୁରୁଷ ୧୦ହଜାର ୯୮୮ଜଣ ଏଚଆଇଭି ପଜିଟିଭ ରହିଥିବା ବେଳେ ୫ହଜାର ୮୧୯ଜଣ ମହିଳା, ୯୯୨ଜଣ ଶିଶୁ ଓ ୧୬୪ଜଣ କିନ୍ନର ରହିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ବେଳେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଯାହା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟା ପାଇଁ ଆଶ୍ବସ୍ତ ଆଣିଛି ।

୨୦୨୦ ମସିହାରୁ୨୦୨୫ ଅକ୍ଟୋବର ସୁଦ୍ଧା ଗଞ୍ଜାମରେ ୧୦ଲକ୍ଷ ୭ହଜାର ୭୯୫ଙ୍କର କାଉନସେଲିଂ କରାଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫ହଜାର ୯୨୧ ଜଣଙ୍କର ଏଚଆଇଭି ପରୀକ୍ଷା କରାଯାଇଛି । ସେଥିରୁ ୨ହଜାର ୮୫୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଏଚଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛି ।

ସେହିପର ୨୦୨୫ ନଭେମ୍ବର ସୁଦ୍ଧା ପୁରୀ ଜିଲ୍ଲାରେ ପଞ୍ଜିକୃତ ଦିବସ୍ ରୋଗୀ ସଂଖ୍ୟା ୧୦୫୩ ରହିଛି । ମୋଟ ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ କିନ୍ନର ଥିବାବେଳେ ୨୮ ଶିଶୁ ରହିଛନ୍ତି । ଅନ୍ୟ ଜିଲ୍ଲାରୁ ୪୯ ଓ ଅନ୍ୟ ରାଜ୍ୟ ରୁ ୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ପୁରୀରେ । ତେବେ ୧୦୫୩ ପଞ୍ଜିକୃତ ରୋଗୀଙ୍କ ମଧ୍ୟରେ ୬୮୯ ପୁରୁଷ ଓ ୩୧୨ ମହିଳା ଅଛନ୍ତି ।

ଭାରତରେ ପ୍ରଥମ ଥର ପାଇଁ ୧୯୮୬ ମସିହାରେ ଦିବସ୍ ସଂକ୍ରମିତ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲାଟେଷ୍ଟ ରିପୋର୍ଟ ଅନୁସାରେ ୨୦୨୪ ସୁଦ୍ଧା ସାରା ବିଶ୍ୱରେ ୪୦.୮ ମିଲିୟନ ଏଡସ ସଂକ୍ରମିତ ଅଛନ୍ତି । ୨୦୨୪ ଗୋଟିଏ ବର୍ଷରେ କେବଳ ସାରା ବିଶ୍ୱରେ ୧.୩ ମିଲିୟନ ଲୋକ HIV AID ସଂକ୍ରମିତ ହୋଇଛନ୍ତି । ଆଉ ଚିନ୍ତାଜନକ କଥା ହେଲା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦୨୪ରେ କେବଳ ୬୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । HIV AIDS ର ମୂଳତ୍ପାଟନ ପାଇଁ ସାମୂହିକ ପ୍ରୟାସ, ସୁରକ୍ଷିତ ଯୌନ ସମ୍ପର୍କ, ଆବଶ୍ୟକ ଥିବାବେଳେ, ଜନସଚେତନା ଓ ସଠିକ ସ୍ୱାସ୍ଥ୍ୟସେବା ମଧ୍ୟ ଜରୁରୀ ।

Tags: aidsodisha
ShareTweetShareSend
Sanchar Live

Sanchar Live

Next Post
ବାରବାଟୀ ମ୍ୟାଚ : ସାଇଟ ଖୋଲୁ ଖୋଲୁ ସରିଗଲା ଟିକେଟ

ବାରବାଟୀ ମ୍ୟାଚ : ସାଇଟ ଖୋଲୁ ଖୋଲୁ ସରିଗଲା ଟିକେଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବଢିଲା ବିବାଦ : କ୍ଷମା ମାଗିଲେ ରାପର ବାଦଶାହ
  • ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଦେଲେ ରାଜ୍ୟ ସରକାର
  • ଦୁବାଇରେ ଶସ୍ତା ହେଲା ସୁନା, ଜାଣନ୍ତୁ ଭାରତରେ ପଡିଲା ପ୍ରଭାବ
  • ୮ ମାର୍ଚ୍ଚ କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ମହିଳା ଦିବସ?
  • ଏପ୍ରିଲ ୨୨ ତାରିଖରେ ଖୋଲିବ କେଦାରନାଥଙ୍କ ଦ୍ୱାର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.