Friday, February 6, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ମହିଳାଙ୍କ ହରମୋନ୍‌ ଅସନ୍ତୁଳନ କାରଣ ଓ ନିରାକରଣର କାରଣ

Sanchar Live by Sanchar Live
December 14, 2025
in ଜୀବନ ଶୈଳୀ
0
ମହିଳାଙ୍କ ହରମୋନ୍‌ ଅସନ୍ତୁଳନ କାରଣ ଓ ନିରାକରଣର କାରଣ
0
SHARES
98
VIEWS
FacebookTwitter

ସଂଚାର ବ୍ୟୁରୋ: ବ୍ୟସ୍ତବହୁଳ ଜୀବନ ଶୈଳୀ, ଅନିଦ୍ରା, ଖାଦ୍ୟପେୟ, ଶାରୀରିକ ଓ ମାନସିକ ଚିନ୍ତା ହରମୋନ୍‌କୁ ପ୍ରଭାବିତ କରେ। ଏହାଦ୍ବାରା ମହିଳାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା; ଯଥା- ଅନିୟମିତ ଋତୁସ୍ରାବ, ମୁଡ୍‌ ସ୍ୱିଙ୍ଗ୍‌, ଥକାପଣ, ମୋଟାପଣ, କେଶ ଝଡ଼ିବା, ତ୍ୱଚାଜନିତ ସମସ୍ୟା, କେବେ କେବେ ଗର୍ଭଧାରଣରେ ସମସ୍ୟା ଦେଖାଯାଏ। ଯଦି କୌଣସି କାରଣରୁ ଶରୀରରେ ପୁରୁଷ ହରମୋନ୍ ମାତ୍ରା ବଢ଼ି ଡିମ୍ବାଶୟରେ ଥିବା ଡିମ୍ବାଣୁ ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ। ସେଥିରେ ଛୋଟ ଛୋଟ ସିଷ୍ଟ ତିଆରି ହେବାକୁ…

ବ୍ୟସ୍ତବହୁଳ ଜୀବନ ଶୈଳୀ, ଅନିଦ୍ରା, ଖାଦ୍ୟପେୟ, ଶାରୀରିକ ଓ ମାନସିକ ଚିନ୍ତା ହରମୋନ୍‌କୁ ପ୍ରଭାବିତ କରେ। ଏହାଦ୍ବାରା ମହିଳାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା; ଯଥା- ଅନିୟମିତ ଋତୁସ୍ରାବ, ମୁଡ୍‌ ସ୍ୱିଙ୍ଗ୍‌, ଥକାପଣ, ମୋଟାପଣ, କେଶ ଝଡ଼ିବା, ତ୍ୱଚାଜନିତ ସମସ୍ୟା, କେବେ କେବେ ଗର୍ଭଧାରଣରେ ସମସ୍ୟା ଦେଖାଯାଏ। ଯଦି କୌଣସି କାରଣରୁ ଶରୀରରେ ପୁରୁଷ ହରମୋନ୍ ମାତ୍ରା ବଢ଼ି ଡିମ୍ବାଶୟରେ ଥିବା ଡିମ୍ବାଣୁ ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ। ସେଥିରେ ଛୋଟ ଛୋଟ ସିଷ୍ଟ ତିଆରି ହେବାକୁ ଲାଗେ। ଫଳସ୍ବରୂପ ମାସିକ ଋତୁସ୍ରାବ ଅନିୟମିତ ହୁଏ ଏବଂ ପ୍ରଜନନ କ୍ଷମତା ଉପରେ ବି ଏହାର ପ୍ରଭାବ ପଡ଼େ। ତେଣୁ ଉପଯୁକ୍ତ ଚିକିତ୍ସା, ସନ୍ତୁଳିତ ଖାଦ୍ୟଗ୍ରହଣ, ଚାପ କମ୍ କରି ଏହାର ପ୍ରଭାବ କମ୍ କରାଯାଇପାରିବ।

ସନ୍ତୁଳିତ ଆହାର: ଚିପ୍ସ, ବର୍ଗର, ପିଜା, ଚିନି ଓ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ବଦଳରେ ପ୍ରୋଟିନ୍, ଭିଟାମିନ୍, ଖଣିଜ, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ, ଫାଇବରଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଅଣ୍ଡା, ଡାଲି, ମାଛ, ଓଟ୍ସ, କୋଦ, ମାଣ୍ଡିଆ, ପାଳଙ୍ଗ, ମେଥି, ବିଭିନ୍ନ ପତ୍ରଯୁକ୍ତ ପରିବା ଖାଇବା ଦ୍ୱାରା କୋଷରସ ସନ୍ତୁଳିତ ରହିବାରେ ସାହାଯ୍ୟ କରେ।

ଶାରୀରିକ ସକ୍ରିୟତା ଜରୁରି: ଦୈନିକ ଯୋଗ, ବ୍ୟାୟାମ, ଚାଲିବା ଓ ଅନ୍ୟାନ୍ୟ ଶାରୀରିକ ଗତିବିଧି ଦ୍ୱାରା ଓଜନ ନିୟନ୍ତ୍ରଣରେ ରୁହେ। ଏହା ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରେ।

ଚାପମୁକ୍ତ ଜୀବନ: ଶରୀରରେ କୋର୍ଟିସୋଲ ନାମକ ହରମୋନ୍ ସ୍ତର ବୃଦ୍ଧିହେଲେ, ଅନ୍ୟ ହରମୋନ୍ ସନ୍ତୁଳିତ ରୁହେ ନାହିଁ। ସଦାଚାର ଚାପ, ଚିନ୍ତା ଓ ଭୟ ମୁକ୍ତ କରିଥାଏ। ସେହିପରି ଯୋଗ, ଧ୍ୟାନ ଏବଂ ବିଭିନ୍ନ ଉପାୟରେ ମାନସିକ ଚାପ କମ୍ କରିବାର ଆବଶ୍ୟକତା ରହିଛି।

ସୁନିଦ୍ରା: ଦୈନିକ ୭ରୁ ୮ଘଣ୍ଟା ଶୋଇବା ଆବଶ୍ୟକ। ଶୋଇବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ମୋବାଇଲ୍ ଏବଂ ଲାପଟପ୍ ବ୍ୟବହାର ବନ୍ଦ କରିବା ଉଚିତ। ହରମୋନ୍‌କୁ ସନ୍ତୁଳିତ ରଖିବାକୁ ଦୈନିକ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ। ହର୍ବାଲ ଟି, ପଇଡ଼ ପାଣି, ସୁପ୍, ତରଳପେୟ ଗ୍ରହଣ କରିପାରିବେ।

ବିଶେଷ କଥା ହେଉଛି, ଅଧିକାଂଶ ମହିଳା ଏହି ସମସ୍ୟା ଦୂର ପାଇଁ ଔଷଧ ସେବନ କରୁଥିବାବେଳେ କେବେକେବେ ହର୍ମୋନାଲ ଥେରାପି ଦ୍ୱାରା ଚିକିତ୍ସା କରାଯାଏ। ପୀଡ଼ିତ ମହିଳାଙ୍କ ଗର୍ଭଧାରଣରେ ସମସ୍ୟା ହେଉଥିଲେ, ଫର୍ଟିଲିଟି ଟ୍ରିଟ୍‌ମେଣ୍ଟ ମଧ୍ୟ ଉପଲବ୍ଧ ରହିଛି। ତେବେ ହରମୋନ୍ ଅସନ୍ତୁଳିତ ରହୁଥିଲେ, ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ଜରୁରି।

Tags: health tipslifestyle
ShareTweetShareSend
Sanchar Live

Sanchar Live

Next Post
ବିଭିନ୍ନ ଦାବି ନେଇ ରାଉରକେଲାରେ ବିଶାଳ କିନ୍ନର ଶୋଭାଯାତ୍ରା

ବିଭିନ୍ନ ଦାବି ନେଇ ରାଉରକେଲାରେ ବିଶାଳ କିନ୍ନର ଶୋଭାଯାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • WPL ଫାଇନାଲ : ଅଧା ରହିଗଲା ଦିଲ୍ଲୀର ସ୍ବପ୍ନ, ପୁଣି ବାଜି ମାରିନେଲା ଆରସିବି
  • ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
  • ବେଦାନ୍ତ ଆଲୁମିନିୟମର ‘ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ଦେଉଛି ନୂଆ ରୂପ
  • ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
  • ପୁଣି କମିଲା ସୁନା ଏବଂ ରୂପା ଦର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.