Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ଶୀତ କାହିଁକି ଲାଗେ,ଜାଣନ୍ତୁ ଏହା ପଛର କାରଣ

Sanchar Live by Sanchar Live
December 24, 2024
in ଜୀବନ ଶୈଳୀ
0
ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ଶୀତ କାହିଁକି ଲାଗେ,ଜାଣନ୍ତୁ ଏହା ପଛର କାରଣ
0
SHARES
10
VIEWS
FacebookTwitter

ବର୍ତ୍ତମାନର ଋତୁ ହେଉଛି ଶୀତ ଋତୁ । ଏହି ଋତୁରେ ବହୁତ ଶୀତ ହେବା କାରଣରୁ ଲୋକେମାନେ ବହୁତ ପ୍ରକାର ସମସ୍ୟାରେ ମଧ୍ୟ ସମ୍ମୁଖୀନ ହୋଇଥାଆନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ କେତେ କ’ଣ କରିଥାନ୍ତି । ଆପଣମାନେ ଜାଣିଛନ୍ତି କି ପୁଅମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଶୀତ ଲାଗିଥାଏ । ଝିଅପିଲା ମାନେ ଯେତେ ଶୀତ ବସ୍ତ୍ର ପିନ୍ଧିଲେ ମଧ୍ୟ ଶୀତ କମ୍ ହୋଇ ନଥାଏ । ହେଲେ ପୁଅମାନଙ୍କ କ୍ଷତ୍ରରେ ଶୀତ ବସ୍ତ୍ର ନପିନ୍ଧିଲେ ମଧ୍ୟ ଶୀତ କଣ୍ଟ୍ରୋଲରେ ରହିଥାଏ । ମହିଳାମାନେ ଘରେ ହେଉ କିମ୍ବା ବାହାରେ ହେଉ ସବୁଠି ତାଙ୍କୁ ଅଧିକ ଶୀତ ଲାଗିଥାଏ । ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଶୀତ କଣ୍ଟ୍ରୋଲ ହୋଇ ନଥାଏ । ଶୀତ କମ୍ ହେବା ବଦଳରେ ଶୀତର ମାତ୍ରା ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କୁ ଅଧିକ ଶୀତ କାହିଁକି ଲାଗିଥାଏ ।

ମାଂସପେଶୀ ଜନିତ କ୍ଷତି :

ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଶରୀରରେ କମ୍ ମାଂସପେଶୀ ଥାଏ, ଯେଉଁ କାରଣରୁ ସେମାନେ ଅଧିକ ଥଣ୍ଡା ଅନୁଭବ କରିଥାନ୍ତି । ପୁରୁଷଙ୍କ ଶରୀରରେ ମହିଳାଙ୍କ ଶରୀର ତୁଳନାରେ ୬-୧୧ ପ୍ରତିଶତ ଅଧିକ ଚର୍ବି ଥାଏ । ଯେଉଁଥି ପାଇଁ ସେମାନଙ୍କ ଶରୀର ଗରମ ରହିଥାଏ । ଏହା ସହ ଶୀତ ଦିନରେ ସବୁଆଡେ ବୁଲିବାରେ ମଧ୍ୟ ସକ୍ଷମ ହୋଇଥାଆନ୍ତି । ଯାହା ମହିଳାମାନଙ୍କ କ୍ଷେତ୍ରରେ ସମ୍ଭବ ହୋଇ ନଥାଏ ।

ଲୋ ମେଟାବୋଲିକ୍ ରେଟ୍ :

ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ମେଟାବୋଲିକ୍ ହାର କମ୍ ଥାଏ, ଯେଉଁଥି ପାଇଁ ସେମାନେ ଅଧିକ ଥଣ୍ଡା ଅନୁଭବ କରନ୍ତି । ଯେଉଁମାନଙ୍କର ମେଟାବୋଲିଜିମ୍ ସ୍ଲୋ ହୋଇଥାଏ, ସେହିମାନଙ୍କୁ କମ୍ ଗରମ ଲାଗିଥାଏ । ଏହି ସ୍ଥିତିରେ ପୁରୁଷମାନଙ୍କ ଠାରେ ମେଟାବୋଲିଜିମ୍ ହାର ବେସ୍ ଭଲ ଥାଏ, ଯାହା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ ।

ପ୍ରୋଜେଷ୍ଟେରନ୍ ହରମୋନ୍ :

ପ୍ରୋଜେଷ୍ଟେରନ୍ ହରମୋନ୍ ମହିଳାମାନଙ୍କ ଶରୀରରେ ଅଧିକ ଉତ୍ପନ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଏହାସହ ଜାଣି ରଖନ୍ତୁ ଯେ ଶରୀରର କିଛି ଅଂଶରେ ରକ୍ତ ସଠିକ୍ ଭାବରେ ପ୍ରଭାବିତ ହୁଏନାହିଁ ଯେଉଁ କାରଣରୁ ଅଧିକ ଥଣ୍ଡା ଅନୁଭବ ହୁଏ ।

Tags: life styleWinter season
ShareTweetShareSend
Sanchar Live

Sanchar Live

Next Post
ଆସନ୍ତା ଡିସେମ୍ବର ୨୫ ତାରିଖରେ ଆସିବ ସୁଭଦ୍ରା ଟଙ୍କା

ମାର୍ଚ୍ଚରେ ମିଳିବ ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ କିସ୍ତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.