Monday, December 1, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ବେଙ୍ଗାଲୁରୁ ବନାମ ପଞ୍ଜାବ : କିଏ ଜିତିବ ପ୍ରଥମ କ୍ବାଲିଫାୟର?

Sanchar Live by Sanchar Live
May 28, 2025
in କ୍ରୀଡ଼ା
0
ବେଙ୍ଗାଲୁରୁ ବନାମ ପଞ୍ଜାବ : କିଏ ଜିତିବ ପ୍ରଥମ କ୍ବାଲିଫାୟର?

Oplus_131072

0
SHARES
52
VIEWS
FacebookTwitter

ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୫ର ୭୦ତମ ତଥା ଶେଷ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୬ ୱିକେଟ୍‌ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୨୮ ରନର ଲକ୍ଷ୍ୟକୁ ବେଙ୍ଗାଲୁରୁ ୧୮.୪ ଓଭରରେ ୨୩୦ ରନ୍‌ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ବିରାଟ କୋହଲି ୫୪ ରନ୍‌ କରିଥିବାବେଳେ ଜିତେଶ ଶର୍ମା ୮୫ ରନ୍‌ ଓ ମୟଙ୍କ ଅଗ୍ରୱାଲ ୪୧ ରନ୍‌ କରିଥିଲେ । ଆରସିବିର ବିଜୟ ସହ ଆଇପିଏଲର ପ୍ଲେଅଫ୍‌ ରାଉଣ୍ଡ୍‌ ନିଶ୍ଚିତ ହୋଇଯାଇଛି । ପ୍ରଥମ କ୍ବାଲିଫାୟରରେ ଆରସିବିକୁ ୨୯ ତାରିଖରେ ଭେଟିବ ପଞ୍ଜାବ । ସେହିପରି ଏଲିମିନେଟରରେ ମେ’ ୩୦ରେ ମୁମ୍ବାଇକୁ ଭେଟିବ ଗୁଜରାଟ ।

ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ପକ୍ଷରୁ ମିଚେଲ ମାର୍ସ ଓ ମାଥ୍ୟୁ ବ୍ରିଜକେ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ । ତେବେ ବ୍ରିଜକେ ମାତ୍ର ୧୪ ରନ୍‌ କରି ଆଉଟ୍‌ ହେବା ପରେ ଅଧିନାୟକ ଋଷଭ ପନ୍ତ ଓ ମାର୍ସଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ବିଶେଷକରି ପନ୍ତଙ୍କ ପୁରୁଣା ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୬୧ ବଲରେ ଅପରାଜିତ ୧୧୮ ରନ୍‌ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ, ମାର୍ସ ୬୭ ରନ୍‌ କରିଥିଲେ । ନିକୋଲାସ ପୁରନ ୧୩ ରନ୍‌ କରିଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୨୨୭ ରନ୍‌ କରିଥିଲା । ଆରସିବି ପକ୍ଷରୁ ଭୁବନେଶ୍ବର କୁମାର, ନୁୱାନ ତୁଷାରା ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଆରସିବିର ବିଜୟ ସହ ଆଇପିଏଲର ପ୍ଲେଅଫ୍‌ ରାଉଣ୍ଡ୍‌ ନିଶ୍ଚିତ ହୋଇଯାଇଛି । ପ୍ରଥମ କ୍ବାଲିଫାୟରରେ ଆରସିବିକୁ ୨୯ ତାରିଖରେ ଭେଟିବ ପଂଜାବ ।

Tags: ipl 2025Pbksvrsrcb
ShareTweetShareSend
Sanchar Live

Sanchar Live

Next Post
ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ, ୨୦ ଘଣ୍ଟା ହେଲା…
  • ଦିଲ୍ଲୀରେ ମର୍ସିଡିସ-ବେଞ୍ଜ ଏସୟୁଭି ନେଲା ଜଣକ ଜୀବନ
  • ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ
  • ଶ୍ରୀଲଙ୍କାରେ ତାଣ୍ଡବ ରଚି ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା
  • ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଆଶ୍ଵସ୍ତି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.