Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ସୋଫିଆ କିଏ ଓ ତାଙ୍କ ଧର୍ମ କଣ

Sanchar Live by Sanchar Live
May 8, 2025
in ବିଦେଶ
0
ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ସୋଫିଆ କିଏ ଓ ତାଙ୍କ ଧର୍ମ କଣ
0
SHARES
273
VIEWS
FacebookTwitter

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଅନେକ ଡାହ ମିଛ କଥା କହି ଚାଲିଛନ୍ତି ପାକିସ୍ତାନ ସରକାର । ଆମେ ଭାରତର ଡ୍ରୋନକୁ ମାରି ଖସାଇ ଦେଇଛୁ, ଭାରତ ଆମ ସହର ଉପରକୁ ଡ୍ରୋନ୍ ଆକ୍ରମଣ କରୁଛି, ଏମିତି ଅନେକ କଥା କହୁଛି । ହେଲେ ଏସବୁ ଭିତରେ ପାକିସ୍ତାନୀମାନେ ବିଶେଷ ଭାବେ ଭାରତ ବିଷୟରେ ଗୁଗୁଲ ସର୍ଚ୍ଚ ଚଳାଇଛନ୍ତି ।

ଅପରେସନ୍ ସିନ୍ଦୂର ପରେ ସିନ୍ଦୂର କଣ ଜାଣିବାକୁ ଖୁବ୍ ସର୍ଚ୍ଚ କରିଥିଲେ । ଏବେ କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ବିଷୟରେ ଜାଣିବାକୁ ଭାରି ଉତ୍କଣ୍ଠା ଦେଖାଉଛନ୍ତି ପାକ୍ ବାସିନ୍ଦା । ଅପରେସନ୍ ସିନ୍ଦୂର ପରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦୁଇ ଜଣ ମହିଳା ଅଧିକାରୀ ସୂଚନା ଦେଇଥିଲେ । ଜଣେ ହେଉଛନ୍ତି କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ଆଉ ଜଣେ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ । ତେବେ ସୋଫିଆ ମୁସଲମାନ ସମ୍ପ୍ରଦାୟର ବୋଲି ମନେ କରି ତାଙ୍କୁ ବିଶେଷ ଭାବେ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ । ସୋଫିଆ କିଏ ଓ ତାଙ୍କ ଧର୍ମ କଣ ? ଏମିତି ଅନେକ ପ୍ରଶ୍ନ ରହିଛି ଗୁଗୁଲ୍ ସର୍ଚ୍ଚରେ ।

ଏହା ବ୍ୟତୀତ ଭାରତର ଷ୍ଟକ ମାର୍କେଟ୍ ସ୍ଥିତି, ଭାରତ-ପାକିସ୍ତାନ ଯୁଦ୍ଧ, ପାକିସ୍ତାନର ସେନା ଆକ୍ଟ, ବିଶ୍ବର ଶ୍ରେଷ୍ଠ ୧୦ଟି ବାୟୁସେନା କିଏ, ଭାରତର ସେନା ମୁଖ୍ୟ କିଏ ଏବଂ ଅପରେସନ୍ ସିନ୍ଦୂରରେ କେତେ ଜଣ ମରିଛନ୍ତି ସେକଥା ମଧ୍ୟ ଜାଣିବାକୁ ଚାହିଁଛନ୍ତି ପାକିସ୍ତାନ ବାସିନ୍ଦା ।

ପୂର୍ବରୁ ସେମାନେ ସିନ୍ଦୂର କଣ ଓ ଏହା କଣ ପାଇଁ ବ୍ୟବହାର ହୁଏ ସେ ବିଷୟରେ ସର୍ଚ୍ଚ କରୁଥିଲେ । ପରେ ରାଫେଲର ଦାମ କେତେ ସେ କଥା ମଧ୍ୟ ଗୁଗୁଲରେ ସର୍ଚ୍ଚ କରିଛନ୍ତି । ପୁଣି ଭାରତ ବିଷୟରେ ଅଧିକ କିଛି ଜାଣିବା ଲାଗି ଚେଷ୍ଟା କରିଛନ୍ତି ।

Tags: operation sindoorpakistansofia
ShareTweetShareSend
Sanchar Live

Sanchar Live

Next Post
‘ଅପରେସନ ସିନ୍ଦୂର’ ପରେ ରାଜସ୍ଥାନ ଓ ପଞ୍ଜାବରେ ହାଇଆଲର୍ଟ

‘ଅପରେସନ ସିନ୍ଦୂର’ ପରେ ରାଜସ୍ଥାନ ଓ ପଞ୍ଜାବରେ ହାଇଆଲର୍ଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.