Sunday, August 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ?

Sanchar Live by Sanchar Live
July 22, 2025
in ଭାରତ
0
କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ?
0
SHARES
180
VIEWS
FacebookTwitter

ସଂଚାର ବ୍ୟୁରୋ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି ଧନଖଡ଼ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖଡ଼ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଛନ୍ତି, ମୁଁ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଅତୁଟ ସମର୍ଥନ ଏବଂ ମୋ କାର୍ଯ୍ୟକାଳରେ ଆମ ମଧ୍ୟରେ ସୁଖଦ ଓ ଅଦ୍ଭୂତ କାର୍ଯ୍ୟ ସମ୍ପର୍କ ପାଇଁ କୃତଜ୍ଞ ।

ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ସଂସଦର ସବୁ ସଦସ୍ୟଙ୍କ ଠାରୁ ବହୁତ ଭଲପାଇବା ଓ ବିଶ୍ବାସ ପାଇଛି । ଦେଶର ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭଳି ପଦ ପାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ । ନିଜ କାର୍ଯ୍ୟକାଳରେ ବହୁତ କିଛି ଶିଖିବାକୁ ପାଇଥିବା କହିଛନ୍ତି ଧନଖଡ଼ । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ଆରମ୍ଭ ହୋଇଛି ।

ତେବେ ନିଜ ରୋକଠୋକ ବୟାନ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି ଧନଖଡ । ସୁପ୍ରିମକୋର୍ଟ ‘ସୁପର ସଂସଦ’ ହୋଇପାରିବନି ବୋଲି କହି ଚର୍ଚ୍ଚାକୁ ଆସିଥିଲେ ସେ । ଭାରତୀୟ ସମ୍ବିଧାନରେ ସଂସଦ ହିଁ ସର୍ବୋଚ୍ଚ, ଜନପ୍ରତିନିଧିଙ୍କ ଉପରେ କେହି ନାହିଁ.. ଜନପ୍ରତିନିଧି ହିଁ ସମ୍ବିଧାନରେ ପରିବର୍ତ୍ତନ କରିପାରିବେ, ଅନ୍ୟ କେହି ନୁହେଁ.. ଧନଖଡଙ୍କ ଏହି ବୟାନକୁ ନେଇ ଜୋରଦାର ବିରୋଧ କରିଥିଲେ ବିରୋଧୀ । ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବନି । ସୁପର ସଂସଦ ଭଳି ଏବେ କାମ କରୁଛନ୍ତି ବିଚାରପତି । ବିଧେୟକକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ସମୟସୀମା ନିର୍ଦ୍ଧାରଣ ପାଇଁ କହିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଏଭଳି ପରାମର୍ଶକୁ ବିରୋଧ କରିଥିଲେ ଉପରାଷ୍ଟ୍ରପତି । ତାମିଲନାଡୁର ବିଲକୁ ନେଇ ରାଜ୍ୟ ସରକାର-ରାଜ୍ୟପାଳଙ୍କ ମାମଲାରେ ସୁପ୍ରିମକୋର୍ଟକୁ ରାୟକୁ ନେଇ ଏଭଳି କହିଥିଲେ ଧନଖଡ ।

ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କୁ ଯାଞ୍ଚର ସାମ୍ନା କରିବା ଉଚିତ୍ । ବିଚାରପତିଙ୍କ ଉପରେ କାହିଁକି ଦେଶର ଆଇନ ଲାଗୁ ହେବ ନାହିଁ? ବୋଲି ପ୍ରଶ୍ନ କରି ଧନଖଡ଼ କହିଥିଲେ କୌଣସି ସଂସ୍ଥା ସମ୍ବିଧାନରୁ ଉର୍ଦ୍ଧ୍ବରେ ନୁହନ୍ତି । ତେବେ ୨୦୨୨ରେ ଦେଶର ଉପରାଷ୍ଟ୍ରପତି ପଦରେ ବସିଥିଲେ ଧନଖଡ଼ ।

Tags: indiavicepresident
ShareTweetShareSend
Sanchar Live

Sanchar Live

Next Post
ଆଗାମୀ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଆଗାମୀ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
  • ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ
  • ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର
  • ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
  • ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.