Thursday, March 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ମହିଳାମାନେ ଧ୍ୟାନ ଦିଅନ୍ତୁ, ଅତ୍ୟଧିକ ହ୍ଵାଇଟ୍‌ ଡିସଚାର୍ଜ ଯୋଗୁ ଚିନ୍ତିତ କି ? ଆପଣାନ୍ତୁ ଏହି ୫ଟି ଯୋଗ ଆସନ

Sanchar Live by Sanchar Live
November 27, 2024
in ଜୀବନ ଶୈଳୀ
0
ମହିଳାମାନେ ଧ୍ୟାନ ଦିଅନ୍ତୁ, ଅତ୍ୟଧିକ ହ୍ଵାଇଟ୍‌ ଡିସଚାର୍ଜ ଯୋଗୁ ଚିନ୍ତିତ କି ? ଆପଣାନ୍ତୁ ଏହି ୫ଟି ଯୋଗ ଆସନ

Oplus_131072

0
SHARES
9
VIEWS
FacebookTwitter

ଧଳାସ୍ରାବ ଅର୍ଥାତ କେହି କେହି ଏହାକୁ ହ୍ଵାଇଟ୍‌ ଡିସଚାର୍ଜ ବୋଲି କୁହନ୍ତି । ଏହି ସମସ୍ୟାକୁ ଅଧିକ ମହିଳାମାନେ ସାମ୍ନା କରନ୍ତି, ଯେଉଁ କାରଣରୁ ସେମାନେ ଚିଡାଚିଡା ହୁଅନ୍ତି । ଧଳାସ୍ରାବ ଯୋଗୁଁ ମହିଳା ସବୁବେଳେ ଚିନ୍ତାଗ୍ରସ୍ତରେ ଥାଆନ୍ତି । ପ୍ରାୟ ମହିଳାମାନଙ୍କର ଏତେ ଅଧିକ ମାତ୍ରାରେ ଧଳାସ୍ରାବ ହୁଏ ଯେ ସେମାନେ ପତଳା ହୋଇଯାନ୍ତି ।

ଏହି ଚିନ୍ତା ମଧ୍ୟ ସେମାନଙ୍କୁ ଖାଇଯାଏ । ପ୍ରାୟ ଗାଁ ଗହଳୀର ଲୋକମାନେ ଏହାକୁ ଅଣଦେଖା କରନ୍ତି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତି ନାହିଁ । କିନ୍ତୁ ଏହି ସମସ୍ୟା ଅଧିକ ଦିନ ଧରି ରହିଲେ ମହିଳାଙ୍କ ପାଇଁ ଏହା କ୍ଷତି ସାବ୍ୟସ୍ତ ହୋଇପାରେ । ତେଣୁ ଯଦି ଆପଣ ଅର୍ଥ କିମ୍ବା ଅନ୍ୟ କେଉଁ କାରଣ ଯୋଗୁଁ ଡାକ୍ତରଙ୍କ ପାଖକୁ ଯାଇପାରୁନାହାନ୍ତି, ତେବେ ଘରୋଇ ଉପାୟରେ ମଧ୍ୟ ଏହାକୁ ଦୂର କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଘରୋଇ ଉପୟରେ ଏହି ସମସ୍ୟାରୁ ମୁକ୍ତି ପାଇବେ ।

ଯୋଗ ବିଶେଷଜ୍ଞଙ୍କ କହିବା ମୁତାବକ, ହ୍ଵାଇଟ୍‌ ଡିସଚାର୍ଜରୁ ମୁକ୍ତି ପାଇବା ପାଇଁ ୫ଟି ପ୍ରଭାବଶାଳୀ ଯୋଗ ଆସନ କରିପାରିବେ । ଏହି ଯୋଗର ନିୟମିତ ଅଭ୍ୟାସ ମହିଳାମାନଙ୍କୁ ହ୍ଵାଇଟ୍‌ ଡିସଚାର୍ଜ ଭଳି ସମସ୍ୟାରୁ ମୁକ୍ତି ଦେଇପାରିବ । ତେବେ ଆସନ୍ତୁ ଜାଣିବା ସେହି ୫ଟି
ଆସନଗୁଡ଼ିକ ବିଷୟରେ –

ସେତୁ ବନ୍ଧ ସର୍ବଙ୍ଗାସନ : ଏହି ଯୋଗ ଆସନ ଶରୀରର ତଳ ଅଂଶକୁ ମଜବୁତ କରିବା ସହ ହରମୋନ୍‌ ଅସନ୍ତୁଳନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏହାର ନିୟମିତ ଅଭ୍ୟାସ ପ୍ରଜନନ ଅଙ୍ଗଗୁଡ଼ିକରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିଥାଏ, ଯାହା ସାମଗ୍ରିକ ପ୍ରଜନନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।

ବାଳାସନ : ବାଳାସନ ଏକ ଅତ୍ୟନ୍ତ ଆରାମଦାୟକ ଯୋଗାସନ । ଏହା ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ନିୟମିତ ଏହି ଆସନର ଅଭ୍ୟାସ ମାନସିକ ଶାନ୍ତି ଯୋଗାଇଥାଏ, ଯାହା ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ବିପରୀତ କରଣି : ଏହି ଆସନ ରକ୍ତ ସଞ୍ଚାଳନକୁ ଉନ୍ନତ କରିବା ସହ ଶରୀରକୁ ଶାନ୍ତ ରଖିଥାଏ । ଏହା ପେଲ୍‌ଭିକ୍‌ କୁ ମଧ୍ୟ ମଜବୁତ କରିଥାଏ ।

ଭୁଜଙ୍ଗାସନ : ଏହି ଯୋଗ ଆସନ ପେଟର ମାଂସପେଶୀକୁ ମଜବୁତ କରିଥାଏ ଏବଂ ଆଭ୍ୟନ୍ତରଣୀୟ ଅଙ୍ଗ ଓ ସ୍ନାୟୁକୁ ଭଲ ରଖିଥାଏ । ନିୟମିତ ଏହାର ଅଭ୍ୟାସ ରକ୍ତ ପ୍ରବାହକୁ ଉନ୍ନତ କରିବା ସହ ଶରୀର ହଜମ ଶକ୍ତି ବଢେଇଥାଏ ।

ବନ୍ଧ କୋଣାସନ : ଏହି ଆସନ ହିପ୍‌ ଏବଂ ଗ୍ରୋନ୍‌ ଏରିୟା ଖୋଲିବାରେ ସାହାଯ୍ୟ କରିଥାଏ । ଏହି ଆସନର ଅଭ୍ୟାସ ଆପଣଙ୍କ ସାମଗ୍ରିକ ପ୍ରଜନନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଏକ ଗୁରୁତ୍ୱଭୁମିକା ଗ୍ରହଣ କରିଥାଏ । ସେଥିପାଇଁ ଆପଣ ପ୍ରତିଦିନ ଏହି ସବୁ ଆସନ ଅଭ୍ୟାସ କରି ହ୍ଵାଇଟ୍‌ ଡିସଚାର୍ଜ ସମସ୍ୟା ଦୂର କରିପାରିବେ।

Tags: lifestyleWhite discharge
ShareTweetShareSend
Sanchar Live

Sanchar Live

Next Post
ଜାଣି ରଖନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.