Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି କି ? ଡାଏଟରେ କରନ୍ତୁ କିଛି ଏପରି ପରିବର୍ତ୍ତନ

Sanchar Live by Sanchar Live
February 23, 2025
in ଜୀବନ ଶୈଳୀ
0
ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି କି ? ଡାଏଟରେ କରନ୍ତୁ କିଛି ଏପରି ପରିବର୍ତ୍ତନ
0
SHARES
9
VIEWS
FacebookTwitter

ଓଜନ ବୃଦ୍ଧି ଅଧିକାଂଶ ଲୋକଙ୍କ ପାଇଁ ଚିନ୍ତାର ବିଷୟ, କାରଣ ଏହା କେବଳ ଆପଣଙ୍କ ଶରୀରର ଆକୃତି ଉପରେ ପ୍ରଭାବ ପକାଇବ ନାହିଁ, ବରଂ ମେଦବହୁଳତା ଅନେକ ରୋଗ ମଧ୍ୟ ଆଣିଥାଏ ।ତେବେ ଆପଣ ମଧ୍ୟ ନିଶ୍ଚୟ ଶୁଣିଥିବେ ଯେ ଦୁନିଆର ସବୁଠାରୁ ସହଜ କାର୍ଯ୍ୟ ହେଉଛି ଓଜନ ବଢାଇବା ଏବଂ ସବୁଠାରୁ କଷ୍ଟକର କାର୍ଯ୍ୟ ହେଉଛି ଓଜନ କମ କରିବା । ଓଜନ କମ କରିବା ସମୟରେ ଯଦି ଆପଣ ସଠିକ୍ ବ୍ୟାୟାମ ଏବଂ ଡାଏଟ୍ ପ୍ଲାନ ଫଲୋ କରନ୍ତି ନାହିଁ, ତେବେ ଆପଣ ମଧ୍ୟ ଆପଣଙ୍କର ଓଜନ ନିୟନ୍ତ୍ରଣ କରିବାରେ ବିଫଳ ହୋଇପାରନ୍ତି । ଏପରି ଭାବେ ଆଜିର ସମୟରେ ୱେଟ୍ ଲସ୍ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏକ ହେଲ୍ଦି ଡାଏଟ୍ ପ୍ଲାନ୍ ଏବଂ ସଠିକ୍ ଫୁଡ୍ ଅପ୍ସନ ବାଛିବା ପାଇଁ ଲୋକମାନେ ସୁଗାର ଇନଟେକ୍ କମ୍ କରିଥାନ୍ତି । ତାହେଲେ ଆସନ୍ତୁ ଜାଣିବା କିଛି ସାଧାରଣ ଭୁଲ ଯାହା ଆପଣଙ୍କ ଓଜନ କମ କରିବା ବଦଳଲେ ବଢ଼ିଇଥାଏ ।

ପ୍ରଥମତଃ ଓଜନ କମ କରିବା ପାଇଁ ପ୍ରତିଦିନ ଲୋକମାନଙ୍କୁ ବ୍ୟାୟାମ କରିବା, ହେଲଦି ଖାଇବା ଏବଂ ପିଇବା ରୁଟିନ୍ ପ୍ରତି ଧ୍ୟାନ ଦେବା ଉଚିତ, କିନ୍ତୁ ଲୋକମାନେ ସେମାନଙ୍କର ନିତ୍ୟକର୍ମକୁ ସଠିକ୍ ଭାବରେ ଅନୁସରଣ କରନ୍ତି ନାହିଁ ଯେଉଁଥିପାଇଁ ସେମାନଙ୍କର ଓଜନ କମ ହେବା ଯାତ୍ରାରେ ବାରମ୍ବାର ବାଧା ଉପୁଜିଥାଏ । ଏହା ବ୍ୟତୀତ, ଯଦି ଆପଣ ଅତ୍ୟଧିକ ଷ୍ଟ୍ରେସ ନିଅନ୍ତି, ତେବେ ଆପଣଙ୍କୁ ଓଜନ କମ କରିବାରେ କଷ୍ଟକର ହୋଇପାରେ । ଯଦି ଷ୍ଟ୍ରେସ ଯୋଗୁ ଓଜନ କମ ହେଉନାହିଁ, ତାହେଲେ ଆପଣ ଷ୍ଟ୍ରେସ କମାଇବା ପାଇଁ ଧ୍ୟାନର ସାହାଯ୍ୟ ନେଇପାରିବେ ।

ଓଜନ କମ କରିବା ପାଇଁ ଆଉ ଏକ ମୁଖ୍ୟ କାର୍ଯ୍ୟ ହେଉଛି ସଠିକ ଭାବେ ଶୋଇବା, ଯଦି ଆପଣ ଆପଣ ମଧ୍ୟ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଉ ନାହାନ୍ତି । ତାହେଲେ ଏହି ଭୁଲ କେବଳ ଆପଣଙ୍କ ମେଦବହୁଳତାର କାରଣ ହେବ ନାହିଁ ବରଂ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଓଜନ କମ କରିବାକୁ, ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଯଦି ଆପଣ କମ୍ ପାଣି ପିଇବାର ଭୁଲ କରୁଛନ୍ତି, ତାହେଲେ ଏହା ଆପଣଙ୍କ ଓଜନ କମ କରିବାରେ କଷ୍ଟକର ହୋଇପାରେ । ସେଥିପାଇଁ ଆପଣ ଦିନକୁ ୮ ଗ୍ଲାସ୍ ପାଣି ପିଇବା ଜରୁରୀ ।

ଓଜନ କମ କରିବା ସମୟରେ, ଆପଣ କେବଳ ଆପଣଙ୍କର ୱାର୍କଆଉଟ୍ ରୁଟିନ୍ ଏବଂ ଡାଏଟ୍ ପ୍ଲାନକୁ ଫଲୋ କରିବା ଉଚିତ୍ । ଯଦି ଆପଣ ଜିମ୍ ଯାଇ ୱାର୍କଆଉଟ୍ କରିବାକୁ ସମୟ ବାହାର କରି ପାରୁନାହାନ୍ତି, ତେବେ କୌଣସି ଅସୁବିଧା ନାହିଁ । ଘରେ ଯୋଗ ସାହାଯ୍ୟରେ ଆପଣ ଆପଣଙ୍କର ବଢ଼ୁଥିବା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ । ତଥାପି, କୌଣସି ଯୋଗ ଆସନା କରିବା ପୂର୍ବରୁ, ଏକ ଭଲ ଯୋଗ ଗୁରୁଙ୍କଠାରୁ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । ଏପରି ଭାବେ ଆପଣ ଅତି ସହଜରେ ଓଜନ କମ କରିପାରିବେ ।

ShareTweetShareSend
Sanchar Live

Sanchar Live

Next Post
ବାଇକ ଧକ୍କାରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ

ବାଇକ୍ ଧକ୍କା : ୩ ମୃତ, ଜଣେ ଆହତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.