Thursday, July 17, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ମେଡିକାଲରେ ପଶିଲା ପାଣି, ରୋଗୀ ହେଉଛନ୍ତି ହନ୍ତସନ୍ତ

Sanchar Live by Sanchar Live
July 8, 2025
in Uncategorized
0
ମେଡିକାଲରେ ପଶିଲା ପାଣି, ରୋଗୀ ହେଉଛନ୍ତି ହନ୍ତସନ୍ତ
0
SHARES
60
VIEWS
FacebookTwitter

ଡାକ୍ତରଖାନାରେ ପାଣି ପାଣି । ପାଣିରେ ଭାସୁଛି CT SCAN ଓ MRI ମେସିନ୍। ବାରିପଦା ସହର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ନିଶୁଳ୍କ ନିବାରଣ ସେବା ଅନ୍ତର୍ଗତ ‘C.T SCAN ଓ MRI ବିଭାଗରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । C.T SCAN ଓ MRI ଚେମ୍ବରରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଲଗାଣ ବର୍ଷା ଯୋଗୁ ଡାକ୍ତରଖାନାରେ ଏ ସ୍ଥିତି ଉପୁଜିଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ମେସିନ୍ ସବୁ ଏବେ ପାଣିରେ ନଷ୍ଟ ହେବାକୁ ବସିଛି । ନିଶୁଳ୍କରେ ସେବା ଯୋଗାଇ ଆସୁଥିବା ଏହି ବିଭାଗରେ ଏବେ ଦୟନୀୟ ପରିସ୍ଥିତି । ବିପଦ ସଂକୁଳ ଅବସ୍ଥାରେ ଚାଲିଛି ରୋଗୀ ସେବା ।

ରାଜ୍ୟରେ ଗତ କିଛି ଦିନ ହେବ ନାହିଁ ନଥିବା ବର୍ଷା ଲାଗି ରହିଛି। ଯାହା ପ୍ରଭାବରେ କେଉଁଠି ଘର ଭିତରେ ପାଣି ପଶିଲାଣି ତ ଆଉ କେଉଁଠି ମେଡିକାଲ ଭିତରେ। ତେବେ ମେଡିକାଲ ଭିତରେ ଏତେ ମାତ୍ରାରେ ପାଣି ଥିବା କାରଣରୁ ରୋଗୀ ସେବା ବିପର୍ଯ୍ୟସ୍ତ।

Tags: baripadamedicalwater
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ
  • ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି ?
  • ବର୍ଷାଋତୁରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁନି ଏହି ପରିବା
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.