ସଂଚାର ବ୍ୟୁରୋ: ପୁଣି ଶ୍ରୀମନ୍ଦିର ଭିତର ବେଢ଼ା ଭିଜୁଆଲ ଭାଇରାଲ। ILUV ଡଟ୍ ପାହାଡନ୍ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହୋଇଛି ଭିଡିଓ। ପୂରା ଭିଡିଓଟିରେ ଜଣେ ଯୁବତୀ ନଜର ଆସୁଛନ୍ତି । lets go visit dham ମେସେଜ ଦିଆଯାଇ ଏହି ଭିଡିଓରେ ପୁରୀର ଷ୍ଟେସନ ଓ ସମୁଦ୍ର ଭଳି ସ୍ଥାନକୁ ରଖାଯାଇଛି । ତେବେ ଭିଡିଓଟିର ମଝିରେ ଶ୍ରୀମନ୍ଦିର ଭିତର ବେଢ଼ାରେ ନୃସିଂହଙ୍କ ମନ୍ଦିର ଭିଜୁଆଲ ରହିଛି । ନୃସିଂହ ମନ୍ଦିର ସମ୍ମୁଖରୁ ଏହି ଭିଜୁଆଲ ନିଆଯାଇଛି ।