Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

କଂଗ୍ରେସରେ ସାମିଲ ହେଲେ ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ

Sanchar Live by Sanchar Live
September 4, 2024
in ରାଜନୀତି
0
କଂଗ୍ରେସରେ ସାମିଲ ହେଲେ ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: କଂଗ୍ରେସରେ ସାମିଲ ହେଲେ ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ। ହରିୟାଣା ବିଧାନସଭା ନିର୍ବାଚନରେ ଦୁଇ ହେଭିୱେଟ କଂଗ୍ରେସରୁ ପ୍ରାର୍ଥୀ ହେବେ। ଜୁଲାନା ଆସନ ଲାଗି ଭିନେଶ ଫୋଗଟ ପ୍ରାର୍ଥୀ ହେବା ସୂଚନା ମିଳିଛି। କିନ୍ତୁ ପୁନିଆ କେଉଁଠାରୁ ପ୍ରାର୍ଥୀ ହେବେ ସେ ନେଇ ସୂଚନା ମିଳିନାହିଁ। ଆଜି ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବା ସହ କଂଗ୍ରେସରେ ସାମିଲ ହୋଇଥିଲେ। ଗତବର୍ଷ ରେସଲର ଫେଡେରେସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଲଢେଇ କରି ଦେଶବ୍ଯାପୀ ଚର୍ଚ୍ଚାର କାରଣ ହୋଇଥିଲେ ଭିନେଶ ଓ ପୁନିଆ। ପ୍ଯାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଫେରିବା ପରେ ଭିନେଶ ହରିୟାଣାର ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡାଙ୍କୁ ଭେଟିଥିଲେ। ସେତେବେଳେ ଭୂପିନ୍ଦର କହିଥିଲେ ଦଳରେ ଯିଏ ସାମିଲ ହେବାକୁ ଚାହିଁବେ ତାଙ୍କୁ ସ୍ବାଗତ କରାଯିବ। ସେ କହିଥିଲେ- ଜଣେ କ୍ରୀଡ଼ାବିତ କୌଣସି ନିର୍ଦ୍ଦିଷ୍ଟ ଦଳ ବା ରାଜ୍ଯରେ ସୀମିତ ନୁହନ୍ତି। ସେ ସମଗ୍ର ଦେଶର। ସେ କେଉଁ ଦଳରେ ମିଶିବେ ତାହା ତାଙ୍କ ଉପରେ ନିର୍ଭର କରେ। ପ୍ଯାରିସରୁ ଫେରିବା ପରେ ତାଙ୍କୁ ବହୁ କଂଗ୍ରେସ ନେତା ସ୍ବାଗତ କରିବା ଦେଖାଯାଇଥିଲା। ରୋହତକ ଏମପି ଦୀପେନ୍ଦର ହୁଡା ତାଙ୍କୁ ଏକ ହନୁମାନ ଗଦା ଉପହାର ଦେଇଥିଲେ। କିଛିଦିନ ତଳେ ଶିଙ୍ଘୁ ବର୍ଡରରେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଭିନେଶ।

Tags: bajaranga puniavinesh phogat
ShareTweetShareSend
Sanchar Live

Sanchar Live

Next Post
ଗଣେଶ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି ମେଲୋଡ଼ି ପାର୍ଟି

ଗଣେଶ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି ମେଲୋଡ଼ି ପାର୍ଟି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.