Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଫାଇନାଲରେ ପହଞ୍ଚିଲେ, ଇତିହାସ ରଚିଲେ

Sanchar Live by Sanchar Live
August 7, 2024
in କ୍ରୀଡ଼ା
0
ଫାଇନାଲରେ ପହଞ୍ଚିଲେ, ଇତିହାସ ରଚିଲେ
0
SHARES
0
VIEWS
FacebookTwitter

ସଂଚାର ବ୍ୟୁରୋ: କୁସ୍ତି ଆଖଡ଼ାରେ କମାଲ କଲେ ଭିନେଶ ଫୋଗଟ । ପ୍ୟାରିସ ଅଲିମ୍ପିକ୍ସ କୁସ୍ତି କୁସ୍ତି ପ୍ରତିଯୋଗିତା ଫାଇନାଲରେ ପ୍ରବେଶ କରି ସେ ଇତିହାସ ରଚିଛନ୍ତି । ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିରେ ହ୍ୟାଟ୍ରିକ୍ ବିଜୟ ହାସଲ କରି ଭିନେଶ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବା ସହ ପଦକ ପକ୍କା କରିଛନ୍ତି । ଏଭଳି ବିରଳ ସଫଳତା ଲାଭ କରିବାରେ ପ୍ରଥମ ଭାରତୀୟ ମହିଳା ପହିଲମାନ ହୋଇଛନ୍ତି ଭିନେଶ । ଗତକାଲି ଭିନେଶଙ୍କ ଫାଇନାଲ୍ ଅଭିଯାନ ବେଶ୍ ନାଟକୀୟ ଓ ରୋମାଞ୍ଚକର ଥିଲା । ନିଜ କ୍ଯାରିଅରର ତୃତୀୟ ଅଲିମ୍ପିକ୍ସ ଖେଳୁଥିବା ଭିନେଶ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିର ପ୍ରଥମ ରାଉଣ୍ଡରେ ଟୋକିଓ ଅଲିମ୍ପିକ୍ସ ବିଜୟିନୀ ଜାପାନର ୟୁଇ ସୁସାକିଙ୍କୁ ୩-୨ ପଏଣ୍ଟରେ ପରାସ୍ତ କରିଥିଲେ । ଅନ୍ତର୍ଜାତୀୟ ଖେଳ ଜୀବନରେ କେବେ ବି ହାରି ନଥିବା ସୁସାକିଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ । ପରେ ୟୁରୋପିଆନ୍ ଚାମ୍ପିଅନସିପ୍ ବିଜୟିନୀ ୟୁକ୍ରେନର ଓକସାନା ଲିଭାଚଙ୍କୁ ୭-୫ରେ ହରାଇ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସେମିଫାଇନାଲରେ କ୍ୟୁବାର ୟୁସ୍ନିଲିସ୍ ଗଜମାନ୍ ଲୋପେଜଙ୍କୁ ୫-୦ରେ ଧରାଶାୟୀ କରି ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିବାର ଗୌରବ ହାସଲ କରିଛନ୍ତି ଭିନେଶ । ଫୋଗଟ ଫାଇନାଲରେ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ଯ ରଖିଥିବାବେଳେ ପରାସ୍ତ ହେଲେ ରୌପ୍ଯ ପଦକ ଜିତିବେ ।

Tags: paris olympicsvinesh phogat
ShareTweetShareSend
Sanchar Live

Sanchar Live

Next Post
ଆଜି ଅପରାହ୍ମ ୫ଟାରୁ ରାତି ୯ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଅପରାହ୍ମ ୫ଟାରୁ ରାତି ୯ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.