Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଲେନି ବୋଲି ଗାଁରୁ ବାସନ୍ଦ କରିଦେଲେ..

Sanchar Live by Sanchar Live
June 8, 2025
in ଅପରାଧ
0
ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଲେନି ବୋଲି ଗାଁରୁ ବାସନ୍ଦ କରିଦେଲେ..
0
SHARES
45
VIEWS
FacebookTwitter

ସଂଚାର ବ୍ୟୁରୋ: ହାଣ୍ଡିଆ ପାଇଁ ସାଙ୍ଘାତିକ ନିଷ୍ପତ୍ତି। ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଲେ ନାହିଁ ବୋଲି ଗାଁରୁ ବାସନ୍ଦ। ଗୋଟିଏ ପରିବାରକୁ ଏକ ମାସ ହେବ ଗାଁରେ ନିଆଁ ପାଣି ବାସନ୍ଦ କରାଯାଇଛି। ମୟୂରଭଞ୍ଜ ଉଦଳା ଶରତ ଥାନା କେଶପାଳ ଗାଁରେ ଘଟିଛି ଏଭଳି ଘଟଣା । ଗ୍ରାମର ସାଗ୍ରାମ ସୋରେନଙ୍କ ବାପା ରାମ ସୋରେନଙ୍କର ଗତ ମାର୍ଚ୍ଚ ୧୭ ତାରିଖରେ ମୃତ୍ୟୁ ହୋଇଥିଲା। ବାପାଙ୍କ ଶୁଦ୍ଧିକ୍ରିୟା ସମୟରେ ହାଣ୍ଡିଆ ବ୍ୟବହାର କରିବାକୁ ନାରାଜ ହୋଇଥିଲେ ସାଗ୍ରାମ। ଯେଉଁଥିପାଇଁ ଗ୍ରାମବାସୀ ଶୁଦ୍ଧିକ୍ରିୟାରେ ସହଯୋଗ କରି ନ ଥିଲେ। ଶୁଦ୍ଧିକ୍ରିୟା ସରିବାର କିଛି ଦିନ ପରେ ଗ୍ରାମରେ ବୈଠକ ବସି ନିଆଗଲା ନିଷ୍ପତ୍ତି। ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଇ ନ ଥିବାରୁ ଦିଆଗଲା କଠୋର ଦଣ୍ଡ। ସାଗ୍ରାମଙ୍କ ପରିବାରକୁ କରାଗଲା ଗାଁରେ ନିଆଁ ପାଣି ବାସନ୍ଦ। ତାଙ୍କ ପରିବାର ସହ କେହି କଥା ହେଲେ କି ଘରକୁ ଗଲେ ସେ ଦୁଇ ହଜାର ଟଙ୍କା ଜୋରିମାନା ଦେବେ ବୋଲି ନିଷ୍ପତ୍ତି ହୋଇଛି। । ଏନେଇ ସାଗ୍ରାମ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ମୟୂରଭଞ୍ଜ ଏସପିଙ୍କୁ ଭେଟି ଘଟଣା ବାବଦରେ ଅବଗତ କରାଇଛନ୍ତି। ସେପଟେ ଗୋଟିଏ ପରିବାରର ୫ ପ୍ରାଣୀ କୁଟୁମ୍ବ କୁ ନିଆଁ ପାଣି ବାସନ୍ଦ ବାବଦରେ ଗାଁ ମୁଖିଆଙ୍କ ର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିବା ବେଳେ ସେ ଘଟଣା ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି।…

Tags: crimeodishaudala
ShareTweetShareSend
Sanchar Live

Sanchar Live

Next Post
ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ

ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.