Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

Sanchar Live by Sanchar Live
March 12, 2025
in ଓଡିଶା
0
ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ
0
SHARES
25
VIEWS
FacebookTwitter

ସ୍ବର୍ଗତ ଉତ୍ତମ ମହାନ୍ତିଙ୍କର ଅସ୍ଥି ବିସର୍ଜନ ପୁରୀ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ କରାଯାଇଛି । ଉତ୍ତମ ମହାନ୍ତିଙ୍କର ପୁଅ ବାବୁଶାନ୍ ଆଜି ପରିବାର ଲୋକଙ୍କ ସହ ଉପସ୍ଥିତ ରହି ପବିତ୍ର ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ନିଜ ପିତାଙ୍କର ଅସ୍ଥି ବିସର୍ଜନ କରିଥିଲେ । ପରେ ପରମ୍ପରା ଅନୁଯାୟୀ ପିଣ୍ଡଦାନ କରିଥିଲେ । ତେବେ ବାପାଙ୍କର ମୃତ୍ୟୁ ପରେ ବାବୁଶାନ୍ ମୁଣ୍ଡନ କରିନଥିବାରୁ ଦେଖାଯାଇଥିବା ବିବାଦକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ବାବୁଶାନ୍ ଙ୍କ ମାମୁ ରବି ମିଶ୍ର । ବାବୁଶାନ୍ ଙ୍କ ମାମୁଙ୍କ କହିବା ଅନୁଯାୟୀ, ଆସନ୍ତା ରଜରେ ବାବୁଶାନ୍ ଙ୍କ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏଣୁ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସହ ଚୁକ୍ତି ହୋଇଥିବାରୁ ଚଳଚ୍ଚିତ୍ର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ବାବୁଶାନ୍ ମୁଣ୍ଡନ କରିପାରିବେ ନାହିଁ । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ବାବୁଶାନ୍ ତ୍ରିବେଣୀ ସଙ୍ଗମ ଯାଇ ତିଥି ନକ୍ଷତ୍ର ସ୍ଥିର କରି ସେଠାରେ ବାପା ଉତ୍ତମ ମହାନ୍ତିଙ୍କ ଶ୍ରାଦ୍ଧ ଦେବା ସହ ମୁଣ୍ଡନ ହେବେ । ପ୍ରଥମେ ରାଜଧର୍ମ ପାଳନ, ପରେ ପିତୃଧର୍ମ ପାଳନ ପାଇଁ ସ୍ବର୍ଗତ ଉତ୍ତମ ମହାନ୍ତି ସବୁବେଳେ ପୁଅ ବାବୁଶାନ୍ ଙ୍କୁ କହି ଆସିଛନ୍ତି । ଏଣୁ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ତ୍ରିବେଣୀ ସଙ୍ଗମରେ ବାବୁଶାନ୍ ବାପାଙ୍କ ଉଦ୍ଦେଶ୍ୟରେ ମୁଣ୍ଡନ ହେବା ସହ ଶ୍ରାଦ୍ଧ କର୍ମ କରିବେ ବୋଲି ବାବୁଶାନ୍ ଙ୍କ ମାମୁ କହିଛନ୍ତି ।

Tags: babusamn mohantypuriuttam mohanty
ShareTweetShareSend
Sanchar Live

Sanchar Live

Next Post
ତୀବ୍ର ପ୍ରତିବାଦ ପରେ ସାମ୍ଵାଦିକଙ୍କ ଉପରୁ ହଟିଲା କଟକଣା

ତୀବ୍ର ପ୍ରତିବାଦ ପରେ ସାମ୍ଵାଦିକଙ୍କ ଉପରୁ ହଟିଲା କଟକଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.