Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବଦଳିଯିବ UPI ନିୟମ, ଏହି ପରିବର୍ତ୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

Sanchar Live by Sanchar Live
January 31, 2025
in ଭାରତ
0
ବଦଳିଯିବ UPI ନିୟମ, ଏହି ପରିବର୍ତ୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

Oplus_131072

0
SHARES
103
VIEWS
FacebookTwitter

ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିସାରିଛି। ଏଥିରେ ବଦଳିବାକୁ ଯାଉଥିବା ଅନିୟମ ବିଷୟରେ କୁହାଯାଇଛି। NPCI କହିଛି ଯେ, ଏହି ପରିବର୍ତ୍ତନ କିଛି UPI ୟୁଜର୍ସଙ୍କ ଉପରେ ପ୍ରଭାବ ପକାଇବ। ଏନପିସିଆଇ UPI ଟ୍ରାନଜାକ୍ସନ ଆଇଡି କରିବାର ପ୍ରକ୍ରିୟାକୁ ଷ୍ଟାଣ୍ଡାଡାଇଜ କରିବାକୁ ଘୋଷଣା କରିଛି। NPCI କହିଛି ଯେ, ଯେଉଁ ୟୁଜର ମାନଙ୍କ UPI ଆଇଡିରେ ସ୍ପେଶାଲ ଅକ୍ଷର ରହିଛି, ସେମାନଙ୍କ ପେମେଣ୍ଟ ସ୍ୱୀକାର କରାଯିବ ନାହିଁ।

NPCI ଦ୍ୱାରା ଶେୟାର କରାଯାଇଥିବା ସୂଚନା ଅନୁଯାୟୀ ୟୁଜର୍ସ କେବଳ ଆଲଫାନ୍ୟୁମରିକ ସଂଖ୍ୟା ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ID ରୁ ଟ୍ରାନଜାକ୍ସନ କରିପାରିବେ। ଯେଉଁମାନେ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରୁ ନ ଥିବେ, ସେମାନଙ୍କର ID ବ୍ଲକ୍ ହୋଇଯିବ। NPCIର ନୂଆ ଗାଇଡଲାଇନ ଅନୁଯାୟୀ ୧ ଫେବୃଆରୀ ୨୦୨୫ ରୁ ଲାଗି ହେବ। ଏନପିସିଆଇ UPI ଅପରେଟରଙ୍କୁ ସ୍ପଷ୍ଟ କରିଦେଇଛି କି ସେମାନେ UPI ଟ୍ରାନଜାକ୍ସନ ପାଇଁ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରିବେ। ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର ନ କଲେ ସିଷ୍ଟମ କୌଣସି UPI ଟ୍ରାନଜାକ୍ସନକୁ ଅନୁମତି ଦେବ ନାହିଁ। ଏହି ନିୟମକୁ ପାଳନ କରିବାର ଦାୟିତ୍ୱ ପେମେଣ୍ଟ ଆପ୍ ଉପରେ ରହିବ। ପୂର୍ବରୁ ମଧ୍ୟ NPCI ପକ୍ଷରୁ UPI ଟ୍ରାନଜାକ୍ସନ ID ପାଇଁ ସ୍ପେଶାଲ ଅକ୍ଷର ବଦଳରେ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ତେବେ UPI ଏହି ନିୟମ ସାଧାରଣ ଲୋକଙ୍କ ପାଇଁ ନୁହେଁ, ଏହା UPI ସର୍ଭିସ ଯୋଗାଉଥିବା ଆପ୍ ବା ଫାର୍ମ ଗୁଡିକ ପାଇଁ ରହିଛି।

Tags: indianew ruleUpi
ShareTweetShareSend
Sanchar Live

Sanchar Live

Next Post
ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ

ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.