Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପୁଣି ଥରେ ଠପ୍ ହୋଇଗଲା UPI, ହୋଇପାରୁନି ଅନଲାଇନ୍ ଟଙ୍କା ନେଣ ଦେଣ

Sanchar Live by Sanchar Live
April 12, 2025
in ଭାରତ
0
ପୁଣି ଥରେ ଠପ୍ ହୋଇଗଲା UPI, ହୋଇପାରୁନି ଅନଲାଇନ୍ ଟଙ୍କା ନେଣ ଦେଣ
0
SHARES
24
VIEWS
FacebookTwitter

ପୁଣି ଥରେ ଦେଶରେ ଅଚଳ ହୋଇପଡ଼ିଛି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) । ସାରା ଦେଶରେ ଶନିବାର ହଠାତ୍ ୟୁପିଆଇରେ ପେମେଣ୍ଟ ଠପ୍ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଲୋକେ । ଅନଲାଇନରେ ଟଙ୍କା ନେଣ ଦେଣ ହୋଇ ପାରୁ ନାହିଁ । ଫଳରେ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଏକ ମାସ ମଧ୍ୟରେ ଏହା ତୃତୀୟ ଘଟଣା ଅଟେ ।

ଦେଶର ନାମୀଦାମୀ ଅନଲାଇନ ପେମେଣ୍ଟ ଆପ୍ ଯଥା ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମରେ ୟୁପିଆଇ ସର୍ଭର୍ ଡାଉନ ରହିଥିବା ଦେଖିବାକୁ ମିଳିଛି । ପ୍ରମୁଖ ବ୍ୟାଙ୍କ ଯଥା ଏଚଡିଏଫସି, ଏସବିଆଇ, ବ୍ୟାଙ୍କ୍ ଅଫ୍ ବରୋଦା ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକ ମାନଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଡାଉନ୍ ଡିଟେକ୍ଟର୍ ରିପୋର୍ଟ ମୁତାବକ ଅପରାହ୍ନ ୧୨ଟା ୫୬ ସୁଦ୍ଧା ପ୍ରାୟ ୨, ୧୪୭ଟି ଅଭିଯୋଗ ଆସିଛି । ପ୍ରାୟ ୮୦ ପ୍ରତିଶତ ଲୋକ ଟଙ୍କା ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

UPI ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏପର୍ଯ୍ୟନ୍ତ ଏହାର କାରଣ ସମ୍ପର୍କରେ କୌଣସି ବିବୃତ୍ତି ପ୍ରକାଶ କରିନାହିଁ । ଚଳିତ ସପ୍ତାହର ଆରମ୍ଭରୁ ଏନପିସିଆଇ କହିଥିଲା ଯେ ଅନ୍ତର୍ଜାତୀୟ ୟୁପିଆଇ ଟ୍ରାଞ୍ଜାକ୍ସନ ନିୟମରେ ପରିବର୍ତ୍ତନ କରାଯାଉଛି । ଏପ୍ରିଲ  ୮ ତାରିଖରୁ, ଭାରତ ବାହାରେ କରାଯାଉଥିବା ପେମେଣ୍ଟ ପାଇଁ QR କୋଡ୍ ବ୍ୟବହାରକୁ ସୀମିତ କରାଯାଇଛି । କିନ୍ତୁ ଭାରତ ଭିତରେ QR-ଆଧାରିତ ପେମେଣ୍ଟ ପ୍ରଭାବିତ ହୋଇନାହିଁ ।

Tags: indiaUpi
ShareTweetShareSend
Sanchar Live

Sanchar Live

Next Post
ବ୍ରହ୍ମପୁୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଜିଟିଟାଲ ଆରେଷ୍ଟ ଘଟଣା: ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଜିଟିଟାଲ ଆରେଷ୍ଟ ଘଟଣା: ୨ ଅଭିଯୁକ୍ତ ଗିରଫ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.