Saturday, August 2, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଟ୍ରମ୍ପଙ୍କ ବଡ଼ ବୟାନ, କହିଲେ ରୁଷରୁ ତୈଳ କିଣିବନି ଭାରତ

Sanchar Live by Sanchar Live
August 2, 2025
in ବିଦେଶ
0
ଟ୍ରମ୍ପଙ୍କ ବଡ଼ ବୟାନ, କହିଲେ ରୁଷରୁ ତୈଳ କିଣିବନି ଭାରତ
0
SHARES
296
VIEWS
FacebookTwitter

ଟ୍ରମ୍ପଙ୍କ ଧମକ ଏବଂ ଟାରିଫ ଆକ୍ସନ ପରେ ରୁଷ ତୈଳ କିଣିବା ବନ୍ଦ କଲା କି ଭାରତ । ରୁଷଠାରୁ ତୈଳ କିଣୁଥିବାରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ସହ ପେନାଲ୍ଟି  ଲଗାଇଥିଲେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଏବେ ଆମେରିକାର ରାଷ୍ଟ୍ରପତି କହିଛନ୍ତି, ମୁଁ ଶୁଣିବାକୁ ପାଉଛି ଏବେ ରୁଷିଆ ଠାରୁ ଭାରତ ତେଲ କିଣୁନାହିଁ ।  ଆଗକୁ କଣ ହେବ ତାହା ଦେଖିବା ବୋଲି ଟ୍ରମ୍ପ କହିଛନ୍ତି।

ତେବେ ମୁଁ ଯାହା ଶୁଣିଲି ଏହା ଠିକ୍ କି ଭୁଲ ଜାଣନି । ତେବେ ଏହା ଏକ ଭଲ ପଦକ୍ଷେପ । ଆମେରିକା ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିବ ବୋଲି ଟ୍ରମ୍ପ କହିଛନ୍ତି ।  ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି, ଭାରତର ସରକାରୀ ରିଫାଇନାରୀଗୁଡିକ ଗତ ସପ୍ତାହ ଧରି ରୁଷ ତେଲ କିଣି ନାହାଁନ୍ତି ।

ଖବର ମୁତାବକ, ଇଣ୍ଡିଆ ଅଏଲ , ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ, ମାଙ୍ଗୋଲର ରିଫାଇନାରୀ ପେଟ୍ରୋକେମିକାଲ୍ସ ଆଦି କମ୍ପାନୀ ଗତ ସପ୍ତାହେ ହେଲା ରୁଷ ତେଲ କିଣି ନାହାଁନ୍ତି । କିନ୍ତୁ ତୈଳ କମ୍ପାନୀ କିମ୍ବା ସରକାରଙ୍କ ତରଫରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ସମୁଦ୍ର ପଥ ଦେଇ ରୁଷଠାରୁ ଅଶୋଧିତ ତୈଳ କିଣିବାରେ ଭାରତ ସବୁଠାରୁ ବଡ଼ କ୍ରେତା । ୟୁକ୍ରେନ ଯୁଦ୍ଧ ସମୟରେ ରୁଷ ପାଇଁ ଏହା ବଡ଼ ରାଜସ୍ବ ଥିଲା।  ରୁଷର ମୋଟ ତୈଳ ରପ୍ତାନୀର ୩୫ ପ୍ରତିଶତ ଭାରତକୁ ଆସୁଥିଲା । ରୁଷ ତେଲକୁ ନେଇ ଟ୍ରମ୍ପ ଭାରତକୁ ଟାରିଫ ଧମକ ଦେଇଥିଲେ । ଶେଷରେ ୨୫ ପ୍ରତିଶତ ଟାରିପ ସହ ପେନାଲ୍ଟି ଲଗାଇଥିଲେ ।

ଏବେ ଭାରତ ତେଲ କିଣିବା ବନ୍ଦ କରିଥିବା ଖବର ଆସିଛି । ସେପଟେ କୁହାଯାଉଛି ୨୦୨୨ରେ ଯୁଦ୍ଧ ଆରମ୍ଭ ପରେ ରୁଷ ତାର ତୈଳ ଉପରେ ଅଧିକ ରିହାତି ପ୍ରଦାନ କରୁଥିଲା । କିନ୍ତୁ ସେହି ରିହାତି ଏବେ ଧିରେଧିରେ ହ୍ରାସ ପାଉଛି । ତେଣୁ ଭାରତୀୟ କମ୍ପାନୀ ରୁଷ ତେଲ କିଣିବା କମାଇଛନ୍ତି । ରୁଷ ବଦଳରେ ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଆଫ୍ରିକାରୁ ତୈଳ କିଣିବା ଆରମ୍ଭ କରିଛନ୍ତି ।

 

Tags: americaindiaoiltrump
ShareTweetShareSend
Sanchar Live

Sanchar Live

Next Post
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନର ୨୦ତମ କିସ୍ତି

ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନର ୨୦ତମ କିସ୍ତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆପଣଙ୍କୁ ଠିକସେ ଦେଖା ଯାଉନି କି ? ଆପଣାନ୍ତୁ ଘରୋଇ ଉପଚାର
  • ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
  • ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା
  • ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
  • ସତରେ କଣ ଭୋଟର ଲିଷ୍ଟରେ ନାହିଁକି ତେଜସ୍ବୀଙ୍କ ନାମ ? କାହିଁକି କହିଲେ ଏମିତି…

Recent Comments

No comments to show.

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.