ସଂଚାର ବ୍ୟୁରୋ: ପହଲଗାଓଁ ହମଲା ପରେ ଜାମୁ ଓ କାଶ୍ମୀର ସରକାରଙ୍କ ପଦକ୍ଷେପ। ଜାମୁ ଓ କାଶ୍ମୀରରେ ବାତିଲ ହୋଇଛି ଟ୍ରେକିଂ। ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ରହିଛି। ପହଲଗାଓଁ ସମେତ ଅନ୍ଯାନ୍ୟ ସ୍ଥାନରେ ଟ୍ରେକିଂ ଲାଗି ଦେଶର ବିଭିନ୍ନ ରାଜ୍ୟରୁ ପର୍ଯ୍ଯଟକ ଆସିଥାନ୍ତି। ତେବେ ପହଲଗାଓଁ ହମଲା ପରେ ପର୍ଯ୍ୟଟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ସେପଟେ କୁପୱାଡାରେ ଆତଙ୍କୀ ଆଡ୍ଡାସ୍ଥଳୀ ଠାବ କରାଯାଇଛି। ପୋଲିସର ସର୍ଚ୍ଚ ଅପରେସନ ଜାରି