Monday, April 20, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଟ୍ରମ୍ପଙ୍କ ଚେତାବନୀ : ୪୮ ଘଣ୍ଟା ପରେ ହେବ ଭୟଙ୍କର ଆକ୍ରମଣ

Sanchar Live by Sanchar Live
April 5, 2026
in ଭାରତ
0
ଟ୍ରମ୍ପଙ୍କ ଚେତାବନୀ : ୪୮ ଘଣ୍ଟା ପରେ ହେବ ଭୟଙ୍କର ଆକ୍ରମଣ
0
SHARES
26
VIEWS
FacebookTwitter

୪୮ ଘଣ୍ଟା ପରେ ହେବ ଭୟଙ୍କର ଆକ୍ରମଣ । ଇରାନକୁ ଟ୍ରମ୍ପଙ୍କ ନୂଆ ଚେତାବନୀ, ନୂଆ ଡେଡଲାଇନ୍ । ହୋର୍ମୁଜ ଖୋଲିବାକୁ ୪୮ ଘଣ୍ଟାର ଡେଡଲାଇନ ଦେଲେ ଆମେରିକା ରାଷ୍ଟ୍ରପତି । ଧାର୍ଯ୍ୟ ସମୟରେ ହୋର୍ମୁଜ ପ୍ରଣାଳୀ ନଖୋଲିଲେଲ କିମ୍ବା ଆମେରିକା ସହ ଡିଲ ନକଲେ ଇରାନ ଚରମ ପରିଣତି ଭୋଗିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି, “ମନେ ରଖନ୍ତୁ, ମୁଁ ଇରାନକୁ ଚୁକ୍ତି କରିବା ପାଇଁ କିମ୍ବା ହରମୁଜ୍ ଜଳପଥ ଖୋଲିବା ପାଇଁ ୧୦ ଦିନ ସମୟ ଦେଇଥିଲି । ଏବେ ସମୟ ସରି ଆସୁଛି । ମାତ୍ର ୪୮ ଘଣ୍ଟା ବାକି ଅଛି, ନଚେତ୍ ସେମାନଙ୍କ ଉପରେ କଠୋର ଆକ୍ରମଣ ହେବ । ଟ୍ରମ୍ପ ପୂର୍ବରୁ ଦେଇଥିବା ୧୦ ଦିନିଆ ସମୟସୀମା ଏବେ ଶେଷ ପର୍ଯ୍ୟାୟରେ । ୪୮ ଘଣ୍ଟା ପରେ

ଆମେରିକା ବଡ଼ ଧରଣର ଆକ୍ରମଣ କରିପାରେ । ସମଗ୍ର ବିଶ୍ୱ ଏବେ ଏହି ୪୮ ଘଣ୍ଟା ଉପରେ ନଜର ରଖିଛି, କାରଣ ଏହାଦ୍ୱାରା ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହୋଇପାରେ । ଇରାନର ଶକ୍ତି ଭିତ୍ତିଭୂମି, ବିଦ୍ୟୁତ କେନ୍ଦ୍ର ଏବଂ ତୈଳ କୂପଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ଧମକ ଦେଇଛନ୍ତି । ବିଶ୍ୱର ୨୦ପ୍ରତିଶତ ତୈଳ ଯୋଗାଣ ହର୍ମୁଜ ପ୍ରଣାଳୀ ଦେଇ ପରିବହନ ହୋଇଥାଏ । ଯୁଦ୍ଧ ଆରମ୍ଭ ଠାରୁ ଇରାନ ଅବରୋଧ କରିଥିବାରୁ ବିଶ୍ୱ ବଜାରରେ ତେଲ ଦର ବ୍ୟାପକ ଭାବେ ବୃଦ୍ଧି ପାଇଛି । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଟ୍ରମ୍ପ ଦେଇଛନ୍ତି ୪୮ ଘଣ୍ଟାର ଅଲଟିମେଟମ ।  ତେବେ ଏହାକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ଟ୍ରମ୍ପ ଅସହାୟ ବୋଲି କହିଛି ଇରାନ ।  ଇରାନ ସେନା କମାଣ୍ଡର କହିଛନ୍ତି, ଯଦି ଆମେରିକା ଆକ୍ରମଣ କରେ, ତେବେ ଆମେରିକା ପାଇଁ ନର୍କର ଦ୍ବାର ଖୋଲାଯିବ ।

 

Tags: americaDolandtrumpiranwar
ShareTweetShareSend
Sanchar Live

Sanchar Live

Next Post
ଏଥର ମିଳିବ ମୁଣ୍ଡ ପିଛା ଅଧିକ ୧୦ କେଜି ଚାଉଳ

ଏଥର ମିଳିବ ମୁଣ୍ଡ ପିଛା ଅଧିକ ୧୦ କେଜି ଚାଉଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.