Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଆଜି ମହାକାଶରେ ଜନ୍ମଦିନ ପାଳିବେ ସୁନୀତା ଓ୍ବିଲିୟମ୍ସ

Sanchar Live by Sanchar Live
September 19, 2024
in ବିଦେଶ
0
ଆଜି ମହାକାଶରେ ଜନ୍ମଦିନ ପାଳିବେ ସୁନୀତା ଓ୍ବିଲିୟମ୍ସ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜି ମହାକାଶରେ ଜନ୍ମଦିନ ପାଳିବେ ସୁନୀତା ଓ୍ବିଲିୟମ୍ସ । ଆଜି ତାଙ୍କର ଜନ୍ମଦିନ ହୋଇଥିବାବେଳେ ସେ ଏବେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ରହିଛନ୍ତି । ମହାକାଶରେ ଏହା ହେବ ତାଙ୍କର ଦ୍ଵିତୀୟ ଜନ୍ମଦିନ । ବେରି ଓ୍ବିଲମୋରଙ୍କ ସହ ଆଇଏସଏସକୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁନୀତା ମହାକାଶରେ ମୋଟ ୩ ଶହରୁ ଅଧିକ ଦିନ ବିତାଇ ସାରିଲେଣି । ଆସନ୍ତା ଫେବୃଆରୀ ମାସରେ କ୍ରୁ-9 ମିଶନ ଜରିଆରେ ସେମାନଙ୍କୁ ସ୍ପେସ ଏକ୍ସର ସ୍ସେସ ସିପ ସାହାଯ୍ୟରେ ପୃଥିବୀକୁ ଅଣାଯିବା ନେଇ ଘୋଷଣା କରିଛି ନାସା । ଏଥିପାଇଁ ନାସାର ଦୁଇ ମହାକାଶଚାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେପ୍ଟେମ୍ବର 26ରେ ସ୍ପେସ-ଏକ୍ସ ସହାୟତାରେ କ୍ରୁ -9 ମିଶନ ଆରମ୍ଭ ହେବ । ଏହି ଦୁଇ ଜଣ ମହାକାଶଚାରୀଙ୍କୁ ଫାଲକନ-9 ରକେଟ ସାହାଯ୍ୟରେ ଅନ୍ତରୀକ୍ଷ ମହାକାଶ ଷ୍ଟେସନକୁ ପଠାଯିବ । ଉଡ଼ାଣର ପ୍ରାୟ ୬ ଘଣ୍ଟା ପରେ ଉଭୟ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିବେ । ଆସନ୍ତା ଫେବୃଆରୀ ମାସରେ କ୍ରୁ-9 ମିଶନ ଅଧୀନରେ ଡ୍ରାଗନ ଅନ୍ତରୀକ୍ଷ ଯାନ ଜରିଆରେ ମହାକାଶଚାରୀ ପୃଥିବୀକୁ ଫେରିବେ ବୋଲି ଯୋଜନା ରହିଛି।

Tags: mahakassunita wilioms
ShareTweetShareSend
Sanchar Live

Sanchar Live

Next Post
ରାଜଧାନୀରେ ବୋମାମାଡ଼

ରାଜଧାନୀରେ ବୋମାମାଡ଼

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.