Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଜି ଆସିବ RBIର ମୁଦ୍ରାନୀତି

Sanchar Live by Sanchar Live
August 8, 2024
in ଭାରତ
0
ଆଜି ଆସିବ RBIର ମୁଦ୍ରାନୀତି
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ବିଶ୍ବ ମାନ୍ଦାବସ୍ଥା ସହ ଭାରତୀୟ ଷ୍ଟକ ମାର୍କେଟର ବ୍ଲଡବାଥ୍ ମଧ୍ଯରେ ଆଜି ଘୋଷିତ ହେବ ମୁଦ୍ରାନୀତି। ଗତ ୫ ତାରିଖ ଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିଥିଲା ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ । ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି ବୈଠକରେ କରାଯାଇଥିଲା ସମୀକ୍ଷା । ୨୦୨୪-୨୫ରେ ତୃତୀୟ ଥର ଲାଗି ଏହି ବୈଠକ ବସିଥିବାବେଳେ ଆରବିଆଇର ଆର୍ଥିକ ନୀତି ସମ୍ପର୍କରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରିବେ ଘୋଷଣା ।

ଶକ୍ତିକାନ୍ତଙ୍କ ଅଧ୍ଯକ୍ଷତାରେ ଏମପିସିର ୬ ଜଣ ସଦସ୍ଯ ବୈଠକରେ ଯୋଗଦେଇଥିଲେ । ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ଆଠ ଥର ଧରି ରେପୋରେଟେ ଅପରିବର୍ତ୍ତିତ ରହିଆସିଛି । ନବମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରହିବ ବୋଲି ଆଶା କରିଛନ୍ତି ଅର୍ଥନୀତିଜ୍ଞ । ମୁଦ୍ରାସ୍ଫୀତି, ଖାଦ୍ଯପଦାର୍ଥ ଦରବୃଦ୍ଧି ଆଦିକୁ ବିଚାରକୁ ନେଇ ପଦକ୍ଷେପ ନେଇପାରନ୍ତି ରିଜର୍ଭ ବ୍ଯାଙ୍କ । ବର୍ତ୍ତମାନ କେନ୍ଦ୍ର ସରକାର ଭାରତର ମୁଦ୍ରାସ୍ଫୀତି ଲକ୍ଷ୍ଯ ୪ ପ୍ରତିଶତ ଧାର୍ଯ୍ୟ କରିଛନ୍ତି । ଗତ ଜୁନରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୫ପ୍ରତିଶତ ରହିଥିଲା ।

Tags: MUDRASITIRBI
ShareTweetShareSend
Sanchar Live

Sanchar Live

Next Post
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ, ବିଜେଡିର ଖାସ୍ ଥିବା ଅଫିସରଙ୍କୁ ମିଳିଲା ଏହି ଦାୟିତ୍ବ

ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.