Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ଆନନ୍ଦପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Sanchar Live by Sanchar Live
March 9, 2025
in ଓଡିଶା
0
ଆଜି ଆନନ୍ଦପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Oplus_131072

0
SHARES
21
VIEWS
FacebookTwitter

ଆଜି ଆନନ୍ଦପୁର ମାଟିରେ ପ୍ରଥମ ଥର ପାଇଁ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ।  ରାଜ୍ୟରେ ଶାସନ କ୍ଷମତା ବିଜେପି ହାତକୁ ଆସିବା ପରେ  କେନ୍ଦୁଝରର ଜିଲ୍ଲାରୁ ମୋହନ ଚରଣ  ମାଝୀ ମୁଖ୍ୟମନ୍ତୀ ଭାବେ ଦାୟିତ୍ୱ ଗ୍ରହଣ  କରିଥିଲେ । ଯାହାକି ଜିଲ୍ଲା ପାଇଁ ଗର୍ବ ଓ  ଗୌରବର ବିଷୟ ପାଲଟିଛି । ମୋହନ  ସରକାରଙ୍କ ଦୀର୍ଘ ୯ ମାସ ଶାସନ କାଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର  ଉପଖଣ୍ଡକୁ ଏହା ତାଙ୍କର ପ୍ରଥମ ଗସ୍ତ ।  ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ବିକାଶ ସହିତ ଆନନ୍ଦପୁର ଉପଖଣ୍ଡର  ବିକାଶ ବାର୍ତ୍ତା ଶୁଣିବା ପାଇଁ ସମସ୍ତଙ୍କର ରହିଛି ନଜର ।

ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା  ଏଥିପାଇଁ ବେଶ ଉତ୍ସାହିତ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ  ଆନନ୍ଦପୁର ଷ୍ଟାଡିୟମ୍‌ ପରିସରରେ ହେଲିପ୍ୟାଡର ବ୍ୟବସ୍ଥା  ଗ୍ରହଣ କରାଯାଇଛି । ଷ୍ଟାଡିୟମରେ ଅବତରଣ କରିବା  ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ  ମହାବିଦ୍ୟାଳୟକୁ ପାଛୋଟି ନେବାର କାର୍ଯ୍ୟକ୍ରମ ରହିଛି ।  ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ  ପ୍ରଦାନ କିରବା ପରେ ଆନନ୍ଦପୁରରେ ହୋଇଥିବା  କେତେକ ନିର୍ମାଣ କାର୍ଯ୍ୟର ଶୁଭଉଦ୍‌ଘାଟନ କିରିବାର  କାର୍ଯ୍ୟକ୍ରମ ରହିଛି ।

ଆନନ୍ଦପୁର  ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଏକ ନୂତନ ଗୃହ ମୁଖ୍ୟମନ୍ତ୍ରୀଙ୍କ  ଦ୍ୱାରା ଭର୍ଚ୍ଚୁଆଲି ଉଦ୍‌ଘାଟିତ  ହେବାର କାର୍ଯ୍ୟକ୍ରମ ରହିଛି । ଏହା  ସହିତ ବିଏନ୍‌ ହାଇସ୍କୁଲ ନିକଟରେ  ନବନିର୍ମିତ ବ୍ଲକସ୍ତରୀୟ ଲାଇବ୍ରେରୀ,  ମହାବିଦ୍ୟାଳୟର ଟିଆରଡବ୍ଲ୍ୟୁ  ଛାତ୍ରାବାସ ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାର  କାର୍ଯ୍ୟକ୍ରମ ରହିଛି । ଏପରିକି ସର୍ବପୁରାତନ ଶିକ୍ଷାନୁଷ୍ଠାନ  ବିଏନ୍‌ ହାଇସ୍କୁଲର ନୂତନ ଛାତ୍ରାବାସର ଶିଳାନ୍ୟାସ ପର୍ବ  ହେବାର କାର୍ଯ୍ୟକ୍ରମ ରହିଛି । ଆନନ୍ଦପୁର ମହାବିଦ୍ୟାଳୟ  ଖେଳପଡିଆରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଆନନ୍ଦପୁର ପ୍ରଶାସନିକ ସ୍ତରରେ ସମସ୍ତ ବିଧି ବ୍ୟବସ୍ଥା  ଉପରେ ନଜର ରଖାଯାଇଥିବାବେଳେ ଚମ୍ପୁଆ ଉପଜିଲ୍ଲାପାଳ  ଉମାକାନ୍ତ ପରିଡାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱରେ ରହିଛନ୍ତି ।  ସଭାମଣ୍ଡପର ସମସ୍ତ ବ୍ୟବସ୍ଥା ଉପରେ ନଜର ରଖାଯାଇଛି ।

Tags: Anandapurmohanmajhi
ShareTweetShareSend
Sanchar Live

Sanchar Live

Next Post
୧୨ ପରେ ଆହୁରି କଲବଲ କରିବ ତାତି

୧୨ ପରେ ଆହୁରି କଲବଲ କରିବ ତାତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ
  • ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ
  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.