Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ଚକୋଲେଟ୍ ଡେ’

Sanchar Live by Sanchar Live
February 9, 2025
in ଓଡିଶା
0
ଆଜି ଚକୋଲେଟ୍ ଡେ’
0
SHARES
14
VIEWS
FacebookTwitter

ଆଜି ହେଉଛି ଚକଲେଟ୍ ଦିବସ । ଚକଲେଟ୍ କୁ ପ୍ରେମ ଏବଂ ଖୁସିର ପ୍ରତୀକ ଭାବରେ ବିବେଚନା କରାଯାଏ, ତେଣୁ ଏହାକୁ ଭାଲେଣ୍ଟାଇନ୍ସ ସପ୍ତାହରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ଆସନ୍ତୁ ଜାଣିବା ଚକଲେଟ୍ ଦିବସ କେବେ ପାଳନ ଏବଂ କିପରି ଆରମ୍ଭ ହୋଇଥିଲା । ଆସନ୍ତୁ ଜାଣିନେବା…

ଏବେ ଚାଲିଛି ଭାଲେଣ୍ଟାଇନ୍ସ ସପ୍ତାହ ।  ଆଉ ଏଥିରେ ଚକଲେଟ୍ ଦିବସ ଯୋଡି ହୋଇଯାଇଛି ।  ଏହାକୁ ସାମିଲ କରିବାର କାରଣ ଓ ଗୁରୁତ୍ୱ କଣ ରହିଛି ଆପଣ ଜାଣିଛନ୍ତି କି…? ସମ୍ପର୍କରେ ମଧୁରତାକୁ ମଜବୁତ କରିବା ପାଇଁ ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିନକୁ ଚକଲେଟ୍ ଦିବସ ଭାବରେ ପାଳନ କରାଯାଏ । ପ୍ରତିବର୍ଷ ଫେବୃଆରୀ ୯ ତାରିଖରେ ଏହି ଚକଲେଟ୍ ଦିବସ ପାଳନ କରାଯାଏ । ଏହି ଦିନଟିରେ ଲୋକମାନେ ସେମାନଙ୍କ ପ୍ରିୟଜନ, ବନ୍ଧୁ କିମ୍ବା ପ୍ରେମୀଙ୍କୁ ଚକଲେଟ୍ ଦେଇଥାନ୍ତି ।

ଏହାସହ ନିଜର ପ୍ରେମ ଏବଂ ସ୍ନେହ ପ୍ରକାଶ କରିବାରେ ସଫଳ ହୋଇଥାନ୍ତି । କେବଳ ଏହି ଦିନଟି ଉପହାର ଦେବା ପାଇଁ ନୁହେଁ; ଏହା ସମ୍ପର୍କରେ ମଧୁରତା ଯୋଡିବା ଏବଂ ପ୍ରେମ ପ୍ରକାଶ କରିବାର ଏକ ସୁଯୋଗ ଆଣିଦେଇଥାଏ । ଏହି ଦିନଟି ଆମକୁ ମନେ ପକାଇ ଦିଏ ଯେ ଛୋଟ ଛୋଟ ଜିନିଷ ମଧ୍ୟ କାହାକୁ ଖୁସି କରିପାରେ । ପ୍ରଥମେ ଚକଲେଟ୍ ର ସ୍ବାଦ ରାଗ ଥିଲା । ଆମେରିକାରେ କୋକର ମଞ୍ଜିକୁ ଗୁଣ୍ଡକରି ସେଥିରେ କିଛି ମସାଲା ଓ ଲଙ୍କା ଗୁଣ୍ଡ ମିଶାଇ ରାଗ ଚକଲେଟ୍ ତିଆରି କରାଯାଇଥିଲା ।

କୋକୋ ଗଛକୁ ପ୍ରଥମେ ଆମେରିକାରେ ୨୦୦୦ବର୍ଷ ପୁର୍ବେ ଖୋଜା ଯାଇଥିଲା । ସେହି ସମୟରେ ଗଛର ମଞ୍ଜିରେ ଚକଲେଟ୍ ତିଆରି କରାଯାଇଥିଲା । କୁହାଯାଏ ଚକଲେଟ୍ ର ଆରମ୍ଭ ମଧ୍ୟ ଆମେରିକା ଓ ମେକ୍ସିକୋ ରେ ରହୁଥିବା ଲୋକେ କରିଥିଲେ । ଏହାପରେ ସ୍ପେନ ସହିତ ପୁରା ବିଶ୍ବରେ ଏହା ପ୍ରସିଦ୍ଧ ହୋଇଥିଲା । ତେବେ ନିଜ ସମ୍ପର୍କକୁ ମଧୁର ଓ ପ୍ରେମରେ ଭରି ଦେବାପାଇଁ ଏହି ଦିବସ ହୋଇଛି ।

Tags: chocolet dayvalentine day
ShareTweetShareSend
Sanchar Live

Sanchar Live

Next Post
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.