Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ବାରବାଟୀ କ୍ରିକେଟ ମ୍ୟାଚ : ଅନଲାଇନରେ ଶେଷ ହୋଇଗଲା ୨,୪ ନଂ ଗ୍ୟାଲେରୀ ଓ ସ୍ପେଶାଲ ଏନକ୍ଲୋଜର ଟିକେଟ

Sanchar Live by Sanchar Live
February 2, 2025
in କ୍ରୀଡ଼ା
0
ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର ଓ ସଂପ୍ରସାରଣ କରାଯିବ : ମୁଖ୍ୟମନ୍ତ୍ରୀ
0
SHARES
10
VIEWS
FacebookTwitter

ବାରବାଟୀ ଷ୍ଟାଡିୟମରେ  ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ  ଭାରତ- ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ। ସେଥିପାଇଁ ଅନଲାଇନରେ ରବିବାର ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଟିକେଟ ବିକ୍ରିର ଆରମ୍ଭ ହେବାର ମାତ୍ର ୩୫ ମିନିଟରେ  ଦୁଇ ନମ୍ବର ଓ ଚାରି ନମ୍ବର ଗ୍ୟାଲେରୀ ଟିକେଟ ଶେଷ ହୋଇଯାଇଛି। ସେହିପରି ୭ ନଂ ଗ୍ୟାଲେରୀ ଟିକେଟ ଓ ସ୍ପେଶାଲ ଏନକ୍ଲୋଜର ଟିକେଟ  ଶେଷ ହୋଇଯାଇଥିଲା। ଅନାଉ ଅନାଉ ଅନଲାଇନରେ ଟିକେଟ  ଶେଷ ହୋଇଯିବାରୁ ବହୁ କ୍ରୀଡା ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି।

ରବିବାର ସମୟ ଅପରାହ୍ନ ଚାରିଟା।ବାରବାଟି ଦିନିକିଆ ମ୍ୟାଚ ପାଇଁ ଓସିଏ ପକ୍ଷରୁ ଦିଆଯାଇଥିବା ଟିକେଟ ବୁକିଂ ପାଇଁ ଅନଲାଇନ ସାଇଡ ଖୋଲିଥିଲା। ଅନଲାଇନରେ ମାତ୍ର ଚାରି ହଜାର ଟିକେଟ ବିକ୍ରି ପାଇଁ ଥିବା ବେଳେ ଅନାଉ ଅନାଉ ସରିଯାଇଥିଲା ।ବହୁ କ୍ରୀଡ଼ା ପ୍ରେମୀ ଅନଲାଇନ ରେ ଟିକେଟ କିଣିବା ପାଇଁ ଦିଆ ଯାଇଥିବା ସାଇଡ ଖୋଲିବାକୁ ଚେଷ୍ଟା କରିଥିଲେ ।  କିନ୍ତୁ ହଜାର ହଜାର କ୍ରିକେଟ ଫ୍ୟାନ ଏକାଥରେ ସାଇଡ ଖୋଲିଥିବାରୁ ସର୍ଭର୍ ଡାଉନ୍ ରହୁଥିବାରୁ ଟିକେଟ କିଣିବା ରୁ ବଞ୍ଚିତ ହୋଇଛନ୍ତି। ମାତ୍ର ଚାରି ହଜାର ଟିକେଟ ଥିବାରୁ ଖୁବ୍ ସ୍ୱଳ୍ପ ସମୟ ଭିତରେ ସବୁ ଟିକେଟ ଶେଷ ହୋଇଯାଇଥିଲା। କେବଳ ସେତିକି ନୁହେଁ ବାରବାଟି ଷ୍ଟାଡିୟମ୍ ରେ କମ ଟଙ୍କା ରେ ଚାହିଦା ଥିବା ଏକ ନମ୍ବର ତିନି ନମ୍ବର ଓ ପାଞ୍ଚ ନମ୍ବର ଗ୍ୟାଲେରୀର ଟିକେଟ ମିଳୁନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି କ୍ରିକେଟ ପ୍ରେମୀ ମାନେ। ଅନ୍ୟପଟେ ଆସନ୍ତା ୫ ଓ ୬ ତାରିଖରେ ଅଫ ଲାଇନରେ ଟିକେଟ ବିକ୍ରି ହେବ।

Tags: Barabati stadiumenglandindia
ShareTweetShareSend
Sanchar Live

Sanchar Live

Next Post
ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.