Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବଢୁଛି ନୀତିଶ କୁମାରଙ୍କ ଚିନ୍ତା

Sanchar Live by Sanchar Live
April 7, 2025
in ରାଜନୀତି
0
ୱାକଫ୍ ସଂଶୋଧନ ବିଲ୍ ସମର୍ଥନ: ନୀତୀଶଙ୍କୁ ପଡିଲା ମହଙ୍ଗା
0
SHARES
13
VIEWS
FacebookTwitter

ୱାକଫ ସଂଶୋଧନ ବିଲ ଆଇନରେ ପରିଣତ ହୋଇସାରିଲାଣି ତଥାପି ଥମୁନି ଝଡ଼ । ୱାକଫ ସଂଶୋଧନ ଆଇନକୁ ମୁସଲିମ ବିରୋଧୀ କହି ବିରୋଧ କରୁଛନ୍ତି ବିଭିନ୍ନ ଦଳ, ମୁସଲିମ ନେତା । ସେପଟେ ଜେଡିୟୁରୁ ଜଣଙ୍କ ପରେ ଜଣେ ନେତା ନୀତୀଶଙ୍କ ହାଥ ଛାଡୁଥିବାବେଳେ ସେପଟେ ଜମ୍ମୁକାଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା କରିଛି ନ୍ୟାସନାଲ କନଫେରେନ୍ସ ।

ୱାକଫ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ପ୍ର୍‌ଥମ ଚିତ୍ର ଥିଲା ଜମ୍ମୁକାଶ୍ମୀର ବିଧାନସଭାରେ ହଙ୍ଗାମା, ଦ୍ବିତୀୟରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ, ତୃତୀୟ ଚିତ୍ର ଥିଲା ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଓ ୪ର୍ଥ ଚିତ୍ର ଥିଲା ଜେଡିୟୁରେ କନ୍ଦଳ । ୱାକଫ ସଂଶୋଧନ ବିଲ ସଂସଦର ଉଭୟ ଗୃହରେ ପାରିତ ହେବାପରେ ରାଷ୍ଟ୍ରପତିଙ୍କ ମୋହର ବାଜି ଆଇନରେ ପରିଣତ ହୋଇଛି ତଥାପି ଏହାକୁ ନେଇ ଚାଲିଛି ବିରୋଧ । ଏହାର ମୁସ୍‌ଲିମ ବିରୋଧୀ ଆଇନ କହି ଆଜି ଜମ୍ମୁକାଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା କରିଛି ନ୍ୟାସନାଲ କନଫେରେନ୍ସ ଦଳ ।

ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ କରୁଛନ୍ତି ବିଭିନ୍ନ ମୁସଲିମ ସଂଗଠନ ଅନ୍ୟପଟେ ଜେଡିୟୁର ବିଲକୁ ସମର୍ଥନ ଦଳକୁ ଦୁଇ ଭାଗ କରିବାକୁ ବସିଲାଣି । ଏବେ ସୁଦ୍ଧା ୧୫ରୁ ଅଧିକ ମୁସଲିମ ନେତା ଦଳ ଛାଡି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଆଗକୁ ଆସିବାକୁ ଥିବା ବିଧାନସଭା ନିର୍ବାଚନରେ ମୁସଲିମ ଭୋଟ କମିବା ସହ ଜେଡିୟୁକୁ ବଡ଼ କ୍ଷତି ସହିବାକୁ ପଡିବା ସମ୍ଭାବନା ମଧ୍ୟ କିଛି କମ ନାହିଁ । ସେପଟେ କଂଗ୍ରେସ ସମତେ ୪ଟି ଦଳ ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସେହିଭଳି ୱାକଫ ସଂଶୋଧନ ଆଇନକୁ ନେଇ ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ନ୍ୟାସନାଲ କନଫେରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ତୀବ୍ର ସମାଲୋଚନା କରିଛନ୍ତି । ଶ୍ରୀନଗରର ତୁଲିପ ଗାର୍ଡେନରେ ଦୁଇ ପିତାପୁତ୍ର କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଫଟୋକୁ ସେୟାର କରି ତାତ୍ସଲ୍ୟ କରିଛନ୍ତି ।

Tags: Bihar politicsnitish kumar
ShareTweetShareSend
Sanchar Live

Sanchar Live

Next Post
ବଢ଼ିଲା ବିଷ୍ଣୁପଦ ସେଠୀଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା

ବଢ଼ିଲା ବିଷ୍ଣୁପଦ ସେଠୀଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.