Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପତ୍ନୀଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ପ୍ରେସର କୁକରରେ ରାନ୍ଧିଲା ସ୍ବାମୀ

Sanchar Live by Sanchar Live
January 23, 2025
in ଭାରତ
0
ପତ୍ନୀଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ପ୍ରେସର କୁକରରେ ରାନ୍ଧିଲା ସ୍ବାମୀ
0
SHARES
58
VIEWS
FacebookTwitter

ସଂଚାର ବ୍ୟୁରୋ: ସଇତାନ ସ୍ଵାମୀର ଅମାନୁସିକ କାଣ୍ଡ । ପତ୍ନୀଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ପ୍ରେସର କୁକରରେ ରାନ୍ଧିଲା । ଏଭଳି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ତେଲଙ୍ଗାନାରର ପ୍ରକାଶମ ଜିଲ୍ଲାର ଜେପି ଚେରୁଭୁର ଅଞ୍ଚଳରୁ । ପତ୍ନୀ ନିଖୋଜ ମାମଲରା ତଦନ୍ତ ପରେ ସାମନାକୁ ଆସିଲା ସତ । ମୃତକ ୩୫ ବର୍ଷୀୟ ଭେଙ୍କଟ ମାଧବୀ । ତେଲଙ୍ଗାନାର ପ୍ରକାଶମ ଜିଲ୍ଲାର ଜେପି ଚେରୁଭୁର ବାସିନ୍ଦା ଅଭିଯୁକ୍ତ ଗୁରୁମୂର୍ତ୍ତି, ଡିଆରଡିଓରେ ଆଉଟସୋର୍ସିଂ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। କିଛି ଦିନ ତଳେ ପତ୍ନୀ ଭେଙ୍କଟ ମାଧବୀ ନିଖୋଜ ହୋଇଯାଇଥିଲେ । ଭେଙ୍କଟ ମାଧବୀଙ୍କ ବାପା ମାଆ ଚଳିତ ମାସ ଜାନୁଆରୀ ୧୩ ତାରିଖରେ ମିରପେଟ ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପ୍ରଥମେ ଅଭିଯୁକ୍ତ ଗୁରୁମୂର୍ତ୍ତି ଘଟଣା ବିଷୟରେ ଜାଣିନଥିବାର ଅଭିନୟ କରିଥିଲା । ପୋଲିସର ତଦନ୍ତ ମଧ୍ୟରେ ଅପରାଧ ସହିତ ଜଡିତ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି । ଗୁରୁମୂର୍ତ୍ତି ତାଙ୍କ ପତ୍ନୀ ୩୫ ବର୍ଷୀୟ ଭେଙ୍କଟ ମାଧବୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି, ସେ ଶରୀରର କିଛି ଅଂଶକୁ ପ୍ରେସର କୁକରରେ ସିଝାଇ ଦେଇଥିବା ଘଟଣା ସାମନାକୁ ଆସିଛି। ଏହା ସହିତ ଜିଲ୍ଲାଲଗୁଡ଼ାର ଚନ୍ଦନ ହ୍ରଦ ଅଞ୍ଚଳରେ ଫିଙ୍ଗାଯାଇଥିବା ଶରୀରର କିଛି ଅଂଶକୁ ମଧ୍ୟ ପୋଲିସ ଜବତ କରିଛି । ଗୋପନୀୟତା ବଜାୟ ରଖି ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Tags: crimeTelengana
ShareTweetShareSend
Sanchar Live

Sanchar Live

Next Post
ଆକ୍ରମଣ ସତରେ ଥିଲା ନା ଅଭିନେତାଜଣକ ଅଭିନୟ କରୁଛନ୍ତି? : ନୀତେଶ ରାଣେ

ଆକ୍ରମଣ ସତରେ ଥିଲା ନା ଅଭିନେତାଜଣକ ଅଭିନୟ କରୁଛନ୍ତି? : ନୀତେଶ ରାଣେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.