Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଅନ୍ଧାରରେ ଚାଲିଛି ମା’ ତାରାତାରିଣୀଙ୍କ ପୂଜା

Sanchar Live by Sanchar Live
October 8, 2024
in ଓଡିଶା
0
ଅନ୍ଧାରରେ ଚାଲିଛି ମା’ ତାରାତାରିଣୀଙ୍କ ପୂଜା
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଅନ୍ଧାରରେ ଚାଲିଛି ମା‘ ତାରାତାରିଣୀଙ୍କ ପୂଜା । ମାଙ୍କ ପୀଠରେ ବଡ଼ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ଆଜି ମା‘ ତାରାତାରିଣୀଙ୍କ ପୀଠରେ ଷଷ୍ଠୀ ପୂଜା ଚାଲିଥିବା ବେଳେ, ଗର୍ଭଗୃହ ସମ୍ପୂର୍ଣ୍ଣ ରୂପେ ଅନ୍ଧାର ରହିଛି । ଯାହାଫଳରେ ଦୀପର ଆଲୁଅରେ ଚାଲିଛି ମା‘ଙ୍କ ପୂଜା । ଅନ୍ଧାର ଯୋଗୁ ମା‘ଙ୍କୁ ଦର୍ଶନ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ। ମନ୍ଦିର ବାହାର ଆଲୋକିତ ହୋଇଥିବା ବେଳେ ଗର୍ଭଗୃହ କିଟି କିଟି ଅନ୍ଧାର ହୋଇ ରହିଛି । ଗର୍ଭଗୃହରେ ଲାଇଟର ବ୍ୟବସ୍ଥା ଥିବା ସତ୍ତ୍ବେ ମଧ୍ୟ ଏଭଳି କାହିଁକି ଅନ୍ଧାର ହେଲା ତାହା ଅସ୍ପଷ୍ଟ ରହିଛି । ମା‘ଙ୍କ ନବରାତ୍ର ପୂଜା ଚାଲିଥିବା ବେଳେ ଭକ୍ତଙ୍କ ଭିଡ଼ ଲାଗିଛି । କିନ୍ତୁ ପ୍ରଶାସନର ଅବହେଳା କାରଣରୁ ଏଭଳି ଅନ୍ଧକାର ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଭକ୍ତ । ତୁରନ୍ତ ସମାଧାନର ପନ୍ଥା ବାହାର କରିବାକୁ ଦାବି କରିଛନ୍ତି ଭକ୍ତ।

Tags: maa taratarinipurusotampur
ShareTweetShareSend
Sanchar Live

Sanchar Live

Next Post
ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରୁଛି ଇନ୍‌କମ୍‌ ଗ୍ୟାପ୍

ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରୁଛି ଇନ୍‌କମ୍‌ ଗ୍ୟାପ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.