Tag: odisha

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ

ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଗତକାଲି ଠାକୁରଙ୍କ ବଣଭୋଜି ...

Read more

ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜକୋଟି ବଳରାମପୁର ଗାଁରେ ଅଭାବନୀୟ ହତ୍ୟାକାଣ୍ଡ। ନିଶାସକ୍ତ ଅବସ୍ଥାରେ ସ୍ୱାମୀ ତେଣ୍ଟାରେ ଭୁସି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ...

Read more

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି ବର୍ଷାର ପ୍ରଭାବ

ରାଜ୍ୟରେ ବର୍ଷାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି । ଅନେକ ସ୍ଥାନରେ ପାଗ ଶୁଖିଲା ରହିଛି । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ଆଉ ବିଶେଷ ...

Read more

ଆଜି ପବିତ୍ର ଜନ୍ମାଷ୍ଟମୀ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ସମଗ୍ର ଭାରତ ସହିତ ଓଡ଼ିଶାର ...

Read more

ଇ -କମର୍ସ ପ୍ଲାଟଫର୍ମକୁ ଢାଲ କରି ଗଞ୍ଜେଇ ଚାଲାଣ

ବଲାଙ୍ଗୀର ପୋଲିସକୁ ମିଳିଛି ବଡ଼ ସଫଳତା । ଇ-କମର୍ସ ପ୍ଲାଟଫର୍ମକୁ ଢାଲ କରି ଗଞ୍ଜେଇ ଚାଲାଣ କରୁଥିବା ଏକ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟକୁ ବଲାଙ୍ଗୀର ପୋଲିସ ଠାବ ...

Read more

ଜନ୍ମଦିନରେ ରକ୍ତଦାନ ଶିବିର କରି ଜୀବନ ବଞ୍ଚାଇବାର ବାର୍ତ୍ତା ଦେଲେ ରାକେଶ

ବୁଧବାର ୟୁଥ ଲିଡ଼ ଫାଉଣ୍ଡେସନ(Youth Lead Foundation) ଓ ମିଶନ ରକ୍ତଦାନ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ପୁରୁଣା ଡାକ୍ତର ଖାନାରେ ଥିବା ରାଜ୍ୟ ରକ୍ତ ଭଣ୍ଡାର ପରିସରରେ ଏକ ...

Read more

ଆଜି ସାଢ଼େ ୪ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ

ମହାପ୍ରଭୁଙ୍କ ଶ୍ରୀମୁଖରେ ଲାଗି ହେବ ସୁବର୍ଣ୍ଣର ରାହୂରେଖା । ଆଜି ସାଢ଼େ ୪ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ଅପରାହ୍ନ ୨ ଟା ୩୦ ଠାରୁ ସନ୍ଧ୍ୟା ...

Read more
Page 8 of 215 1 … 7 8 9 … 215