Tag: odisha politics

ପ୍ରଫୁଲ୍ଲଙ୍କ ବିସ୍ଫୋରକ ବୟାନ, ନବୀନଙ୍କ ତାଗିଦ ପରେ ଵି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍

ନବୀନଙ୍କୁ ନାଲି ଆଖି ଦେଖାଇଲେ ଦଳର ନେତା । ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କୁ ତାଗିଦ ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ...

Read more

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ନୂଆ ଦଳ ଗଠନ କରିବେ

ବିଜେଡି କନ୍ଦଳ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ୍ । କହିଲେ, ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ନୂଆ ଦଳ ଗଠନ ...

Read more

ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ ବିଜେଡିର ଜବାବ

ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ ବିଜେଡି ଜବାବ ଦେଇଛି। ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଲେନିନ୍‌ ମହାନ୍ତି କହିଛନ୍ତି, ପ୍ରଭାତ ତ୍ରିପାଠୀଙ୍କ କେଉଁ ବିବୃତି ...

Read more

ଝାରସୁଗୁଡ଼ା ର୍ନିବାଚନ ମାମଲା: ଟଙ୍କଧରଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମାମଲାରେ ବିଜୟୀ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପକ୍ଷରୁ ବିନା ଶୁଣାଣିରେ ଦୀପାଳିଙ୍କ ଆବେଦନ ଖାରଜ କରିବାକୁ ହୋଇଥିôବା ପ୍ରାର୍ଥନାକୁ ହାଇକୋର୍ଟ ...

Read more

କାଲି ହୁଇସିଲ ଆଜି ଘଣ୍ଟ ବାଡ଼େଇ ଗିନି ଓ ଶାହାନାଇ ବଜାଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ବିଧାନସଭାରେ ଭିନ୍ନ ଦୃଶ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ଆଜି ଗୃହରେ ଘଣ୍ଟ, ଶାହାନାଇ, ଗିନି ...

Read more

ଗୃହରେ ହୁଇସିଲ୍ ବଜେଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

କଂଗ୍ରେସ ବିଧାୟକ ହୁଇସିଲ୍ ବଜେଇଲେ, ବାଚସ୍ପତି ବିଧାନସଭାକୁ ମୁଲତବି ଘୋଷଣା କଲେ । ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିବା ରୋଚକ ଦୃଶ୍ୟ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ...

Read more

ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ

ବିଜେଡିର ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ । ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ...

Read more

ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର : ପୂର୍ବୋଦୟର ବିକାଶରେ ବିକଶିତ ଭାରତ ବର୍ଷ ଗଠନ ସମ୍ଭବ । ଓଡିଶାର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର ଏବଂ ...

Read more

ଶଙ୍ଖ ଭବନ କ୍ୟାଣ୍ଟିନ୍ ରାଜନୀତି, ବିଜେପି-ବିଜେଡି ମୁହାଁମୁହିଁ

ସଂଚାର ବ୍ୟୁରୋ: ଶଙ୍ଖ ଭବନ କ୍ୟାଣ୍ଟିନକୁ ନେଇ ଆରମ୍ଭ ହୋଇଥିବା ରାଜନୀତିକୁ ବିଜେଡି- ବିଜେପି ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି । ବିଜେପି ପ୍ରେସମିଟ୍ କରି ବିଜେଡିକୁ ...

Read more
Page 3 of 6 1 2 3 4 6