ଶ୍ରୀମନ୍ଦିର ରୋଷରେ ଲୁହା କଢ଼େଇ ବ୍ୟବହାର ଘଟଣା : ୩ ସୂପକାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ଅଭିଯୋଗରେ ୩ ସୂପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସେମାନେ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ କରିପାରିବେ ...
Read more