ଦୁଇ ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲା ମା
ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲା ମା । ଫଳରେ ଟ୍ରେନ ଧକ୍କାରେ ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ଓ ସାନ ...
Read moreଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲା ମା । ଫଳରେ ଟ୍ରେନ ଧକ୍କାରେ ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ଓ ସାନ ...
Read moreସଂଚାର ବ୍ୟୁରୋ: ଝରଣାରେ ବୁଡ଼ି ଜଣେ ମୃତ, ଅନ୍ୟ ଜଣେ ନିଖୋଜ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କୋଇଲୋ ଅଞ୍ଚଳରେ ଅଘଟଣ। ସ୍ଥାନୀୟ ମହାଗିରି ପାହାଡ଼ରେ ...
Read moreଜପୁରରେ ଚାଞ୍ଚଲ୍ୟ । ଛେଳି ଚରାଇବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ବୈରୀ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ ...
Read moreଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲୁଛି ସ୍କୁଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ...
Read moreଯାଜପୁରରେ ଝାଡ଼ାବାନ୍ତି ଆତଙ୍କ । ଏନେଇ ଯାଜପୁର ଜିଲ୍ଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ...
Read moreଯାଜପୁର ଜିଲ୍ଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି। ବିଳମ୍ବିତ ରାତିରେ ...
Read moreସଂଚାର ବ୍ୟୁରୋ: ବାଲ୍ୟ ବିବାହ ଚାଲିଥିବା ବେଳେ ମଙ୍ଗୁଳା ନାବାଳିକା ଉଦ୍ଧାର । ବର ଘଟଣାସ୍ଥଳରୁ ଫେରାର୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ...
Read moreସଂଚାର ବ୍ୟୁରୋ: ବେଆଇନ କ୍ରୋମାଇଟ୍ ଖନନ କରୁଥିବା ବେଳେ ମାଡ଼ି ବସିଲା ବନବିଭାଗ । ଯାଜପୁର ଜିଲ୍ଲା ସୁକିନ୍ଦା ବନାଞ୍ଚଳ ଅଧିନ ଭିମଟାଙ୍ଗର ନିକଟ ମହାଗିରୀ ଜଙ୍ଗଲରୁ ...
Read moreସଂଚାର ବ୍ୟୁରୋ: ଯାଜପୁର ରୋଡ୍ ଥାନା ମିଲିଟାରୀ ଛକରୁ ବ୍ରାଉନସୁଗାର କାରବାର ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଡୋଲିପୁର ଅବକାରୀ ସ୍କ୍ୱାର୍ଡ। ଅଭିଯୁକ୍ତ ନିକଟରୁ ୩୭ ...
Read moreବଡଧରଣର ଲୁଟେରା ଗ୍ୟାଙ୍ଗ ଗିରଫ । ସାତ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ ମାଝୀ | ...
Read more© 2024 Sanchar News