Tag: bhubaneswar

ସୋଆ ପ୍ରାଚୀନ ପକ୍ଷରୁ ଲେଖା ସମ୍ପାଦନ ଉପରେ ୫-ଦିନିଆ କର୍ମଶାଳା ଉଦ୍‌ଯାପିିତ

ଭୁବନେଶ୍ୱର: ପୁରାତନ ଓଡ଼ିଆ ପୋଥିଗୁଡ଼ିକର ଲେଖା ସମ୍ପାଦନା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରୋପ।।ଗେସନ୍ ପ୍ରିଜରଭେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ ...

Read more

ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ

ସଂଚାର ବ୍ୟୁରାେ: ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ। ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଖଣ୍ଡଗିରି ଥାନା ପୋଲିସ। ସହର ଭିତରକୁ ନୀଳ ଜହର ଆସୁଥିବା ...

Read more

ନବୀନଙ୍କୁ ଭେଟିଲେ ସୁଶାନ୍ତ

ସଂଚାର ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତଙ୍କ ଭାଇ ସୁଶାନ୍ତଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ନିବାସରେ ବିରୋଧୀ ଦଳ ...

Read more

ପ୍ରାଣୀମାନଙ୍କ କଷ୍ଟକୁ ବୁଝିବା ଆବଶ୍ୟକ : ସୋଆ ଉପସଭାପତି

ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ...

Read more

ଭୁବନେଶ୍ୱରର ୨ଟି ରେଳ ଷ୍ଟେସନ ନିକଟରୁ ୨ଟି ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୨ଟି ରେଳ ଷ୍ଟେସନ ନିକଟରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଜଣେ ...

Read more

ଉତ୍କଳ ବିଶ୍ଵବିଦ୍ୟାଳୟରେ ଉତ୍ତେଜନା: କୁଳପତିଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ

ସଂଚାର ବ୍ୟୁରୋ: ଉତ୍କଳ ବିଶ୍ଵବିଦ୍ୟାଳୟରେ ଉତ୍ତେଜନା । କୁଳପତିଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଅସାମାଜିକ ବ୍ୟକ୍ତି ଥିବା ନେଇ କୁଳପତି କିଛିଦିନ ତଳେ ପୋଲିସ ...

Read more

ପହଲଗାମରୁ ସୁରକ୍ଷିତ ଫେରିଛନ୍ତି ୮ ଓଡ଼ିଆ ପର୍ଯ୍ୟଟକ

ସଂଚାର ବ୍ୟୁରୋ: କାଶ୍ମୀର ପହଲଗାମରୁ ସୁରକ୍ଷିତ ଫେରିଛନ୍ତି ୮ ଓଡ଼ିଆ ପର୍ଯ୍ୟଟକ। ପୁରୀ ସତ୍ୟବାଦୀ ଅଞ୍ଚଳର ୮ ପର୍ଯ୍ୟଟକ । ପହଲଗାମରୁ ଫେରି ହୃଦୟ ବିଦାରକ ଚିତ୍ର ...

Read more

ନିଜସ୍ଵ ଗାଡି ମରାମତି ଗ୍ୟାରେଜ ଏବଂ ପେଟ୍ରୋଲ ପମ୍ପ ନିର୍ମାଣ କରିବ ବିଏମସି

ସଂଚାର ବ୍ୟୁରୋ: ନିଜସ୍ଵ ଗାଡି ମରାମତି ଗ୍ୟାରେଜ ଏବଂ ପେଟ୍ରୋଲ ପମ୍ପ ନିର୍ମାଣ କରିବ ବିଏମସି। ବାହାର ପେଟ୍ରୋଲ ପମ୍ପ ଏବଂ ଗ୍ୟାରେଜରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ...

Read more
Page 10 of 30 1 9 10 11 30