Tag: bangladesh

ବାଂଲାଦେଶ ହିଂସା, କ୍ରିକେଟରଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ସଂଚାର ବ୍ୟୁରୋ: ଥମିବାର ନାଁ ନେଉନି ହିଂସା । ଦେଶରେ ଚାଲିଥିବା ବିଶୃଙ୍ଖଳା ମଧ୍ୟରେ ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମସରଫି ମୋର୍ତଜାଙ୍କ ଘରେ ବିକ୍ଷୋଭକାରୀମାନେ ...

Read more

ବାଂଲାଦେଶ ହିଂସାକୁ ନେଇ ଏମିତି କହିଲେ ମମତା

ସଂଚାର ବ୍ୟୁରୋ: ସାରା ବିଶ୍ବରେ ଏବେ ବାଂଲାଦେଶ ହିଂସାକୁ ନେଇ ଚର୍ଚ୍ଚା । ଭାରତରେ ଆସି ଶରଣ ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ବାଂଲାଦେଶ ...

Read more

ଭାରତ ଶରଣରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା

tivkj q}bjlk: ଦିଲ୍ଲୀରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଦେଶଛାଡିଥିବା ହାସିନା ଭାରତରେ ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ...

Read more

ସଂରକ୍ଷଣ ବିରୋଧୀ ଅରାଜକତା ପରେ ଦେଶ ଛାଡ଼ିଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା

ସଂଚାର ବ୍ୟୁରୋ: ଅଶାନ୍ତ ବାଂଲାଦେଶରୁ ଆସିଲା ପୁଣି ଏକ ବଡ଼ ଖବର । ଦେଶ ଛାଡ଼ିଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା। ହିଂସାକାଣ୍ଡରେ ଦେଶର ସ୍ଥିତି ସଂଗୀନ ...

Read more

ବାଂଲାଦେଶରେ ଅସହଯୋଗ ଆନ୍ଦୋଳନ, ହିଂସାରେ ୫୨ଜଣଙ୍କ ମୃତ୍ୟୁ

ସଂଚାର ବ୍ୟୁରୋ: ଅଶାନ୍ତ ଜର୍ଜରିତ ବାଂଲାଦେଶରେ ପୁଣି ଅସ୍ଥିରତା । ଦେଶବ୍ଯାପୀ ଅସହଯୋଗ ଆନ୍ଦୋଳନରେ ବ୍ଯାପକ ହିଂସାକାଣ୍ଡ। ହିଂସାରେ ୫୨ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ, ଶତାଧିକ ହୋଇଛନ୍ତି ...

Read more
Page 4 of 4 1 3 4