Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଖୁବ ଶୀଘ୍ର ପୂରଣ ହେବ ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ : ଉଚ୍ଚଶିକ୍ଷାମନ୍ତ୍ରୀ

Sanchar Live by Sanchar Live
April 15, 2025
in ଓଡିଶା
0
ଖୁବ ଶୀଘ୍ର ପୂରଣ ହେବ ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ : ଉଚ୍ଚଶିକ୍ଷାମନ୍ତ୍ରୀ
0
SHARES
17
VIEWS
FacebookTwitter

ରାଜ୍ୟରେ ଖାଲି ପଡିଥିବା ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ ଖୁବ ଶୀଘ୍ର ପଦବୀ ପୂରଣ କରାଯିବ । ଏବେ ଯେଉଁ ସଂଶୋଧନ ହୋଇଛି ଏଥିରେ କୁଳପତିଙ୍କର ଯେଉଁ ଶଙ୍କା ଉପୁଜୁଛି ଆଜି ବୈଠକରେ ତାହାକୁ ଦୂର କରାଯାଇଛି । ପଖାପଖି ୨ ହଜାର ନନ ଟିଚିଂ ଷ୍ଟାଫ ପଦବୀ ଖାଲି ଅଛି । Ssb ମାଧ୍ୟମରେ ଏହାକୁ ମଧ୍ୟ ପରିପୂରଣ କରାଯିବ । ବିଶ୍ୱବିଧାୟଳୟଗୁଡିକୁ ଖୁବ ଶୀଘ୍ର ଇକ୍ୟୁସନ ଦେବାକୁ ନିର୍ଦେଶ ଦିଆଯାଇଛି । ଜାତୀୟ ଶିକ୍ଷାନୀତି 2020 ପ୍ରଣୟନ ପ୍ରସଙ୍ଗରେ ମଧ୍ୟ ଆଲୋଚନ ହୋଇଛି ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ବିଶ୍ୱବିଧାଳୟଗୁଡିକରେ ନୂତନ ଭାବରେ ବିଲଡିଂ କମିଟି,ଫାଇନାସ କମିଟି ସଂଯୋଗ କରାଯାଇଛି । ତାହାର କାଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହୋଇଛି । ଉଚ୍ଚଶିକ୍ଷା ବିଭାଗର କିଛି କମ୍ପାନୀ ସହ ମଧ୍ୟ ଆଜି mou ହୋଇଛି । ଶିକ୍ଷିତ ଯୁବକ ଏବଂ ଯୁବତୀମାନଙ୍କୁ କେଉଁଭଳି ନିଯୁକ୍ତି ମିଳିପାରିବ ସେ ସମ୍ପର୍କରେ mou ହୋଇଛି ।  ପୂର୍ବରୁ ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ନଥିଲା, କିନ୍ତୁ ଏବେ ସରକାର ପୂର୍ବରୁ ହିଁ ନିଯୁକ୍ତି ପ୍ରକ୍ରିୟାକୁ କ୍ରିୟାଶୀଳ କରିବାକୁ ବ୍ୟବସ୍ଥା କରୁଛନ୍ତି । ବର୍ଷ ଆରମ୍ଭରୁ ହିଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଭଳି ଜଣେ ଅବସର ନେବାପରେ ସାଙ୍ଗେ ସାଙ୍ଗେ ସେହି ସ୍ଥାନରେ ଆଉ ଜଣେ ସରକାରୀ କର୍ମଚାରୀ କାଯ୍ୟ କରିବା ଆରମ୍ଭ କରିବେ ।

Upsc ପାଇଁ ପ୍ରସ୍ତୁତି କରୁଥିବା ଯୁବକ ଏବଂ ଯୁବତୀଙ୍କ ପାଇଁ ସରକାର ମାଗଣାରେ କୋଚିଂ ଦେଉଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଫ୍ରି କୋଚିଂ ନେବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆବେଦନ କରିବେ ଓ ପରେ ଏକ ପ୍ରବେଶିକା ପରୀକ୍ଷା ହେବ । ସେଥିରେ କୃତକାଯ୍ୟ ହୋଇଥିବା 200 ଜଣଙ୍କୁ ହିଁ ଫ୍ରି କୋଚିଂ ପ୍ରଦାନ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ShareTweetShareSend
Sanchar Live

Sanchar Live

Next Post
ଓଡ଼ିଶା ଗସ୍ତରେ ଦିଲ୍ଲୀ ବିଧାନସଭାର ବାଚସ୍ପତି

ଓଡ଼ିଶା ଗସ୍ତରେ ଦିଲ୍ଲୀ ବିଧାନସଭାର ବାଚସ୍ପତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.