Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ମହାକୁମ୍ଭରେ ବୁଡ଼ ପକାଇଲେ କମେଡିଆନ୍ ସୁନିଲ ଗ୍ରୋଭର

Sanchar Live by Sanchar Live
January 27, 2025
in ମନୋରଞ୍ଜନ
0
ମହାକୁମ୍ଭରେ ବୁଡ଼ ପକାଇଲେ କମେଡିଆନ୍ ସୁନିଲ ଗ୍ରୋଭର
0
SHARES
13
VIEWS
FacebookTwitter

ଚଳିତବର୍ଷ ମହାକୁମ୍ଭରେ ଅନେକ ସେଲିବ୍ରିଟି ସଙ୍ଗମ ସ୍ଥଳରେ ବୁଡ଼ ପକାଇସାରିଲେଣି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଅଭିନେତା ତଥା କମେଡିଆନ୍ ସୁନିଲ ଗ୍ରୋଭର । ସୁନିଲ ଇନଷ୍ଟାରେ ଭିଡିଓ ସେୟାର କରି ମହାକୁମ୍ଭ ଯାଇଥିବା କଥା ଫ୍ୟାନମାନଙ୍କୁ ଜଣାଇଛନ୍ତି । ସେ ଗଙ୍ଗାରେ ବୁଡ଼ ପକାଇଛନ୍ତି ।

ମହାକୁମ୍ଭରେ ସାମିଲ ହୋଇଥିବାରୁ ସୁନିଲଙ୍କ ଖୁସିର ଠିକଣା ନାହିଁ । ସେ ପୋଷ୍ଟରେ ନିଜର ଭାବନାକୁ ବଖାଣିଛନ୍ତି । ସୁନିଲ ଲେଖିଛନ୍ତି, ‘ଦିବ୍ୟ, ଦୈବୀ, ଈଶ୍ୱରୀୟ… ମହାକୁମ୍ଭ ୨୦୨୫ରେ ସାମିଲ ହୋଇ ବହୁତ ଖୁସି ଅନୁଭବ କରୁଛି । ସଙ୍ଗମରେ ବୁଡ଼ ପକାଇ ଧନ୍ୟ ହୋଇଗଲି’ ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଏଠାକୁ ଆସି ମୋତେ ସମ୍ପୂର୍ଣ୍ଣ ଅନୁଭବ ହେଉଛି । ଏଠାକୁ ଆସିବା ପାଇଁ ମୋତେ ସାହାଯ୍ୟ କରିଥିବା ଲୋକଙ୍କୁ ଧନ୍ୟବାଦ, ଜୟ ହୋ’ ।

ସୁନିଲ ଗ୍ରୋଭରଙ୍କ ପୂର୍ବରୁ ରେମୋ ଡି’ସୁଜା, ସପନା ଚୌଧୁରୀ, ଅଦା ଶର୍ମା, ଗୁରୁ ରନ୍ଧାୱାଙ୍କ ଭଳି କଳାକାର ମଧ୍ୟ ମହାକୁମ୍ଭ ଯାଇ ବୁଡ଼ ପକାଇଥିଲେ ।

ବଲିଉଡ୍ କୋରିଓଗ୍ରାଫର ରେମୋ ଡି’ସୁଜା ନିଜ ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଥିଲେ । ସେ କଳା କପଡ଼ାରେ ମୁହଁକୁ ଢାଙ୍କି ରଖିଥିଲେ । ପ୍ରଥମ ନଜରରେ ତାଙ୍କୁ ଚିହ୍ନବା କଷ୍ଟକର ଥିଲେ ବି ଜଣେ ମହିଳା କିନ୍ତୁ ଚିହ୍ନି ନେଇଥିଲେ । ସେ ସଙ୍ଗମ ପାର୍ଶ୍ଵ ସିଡି ଦେଇ ଯିବାବେଳେ ମହିଳା ଜଣକ ତାଙ୍କୁ ଚିହ୍ନିଥିଲେ । ସେ ରେମୋଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରେମୋ ଅଟକି ନ ଥିଲେ ।

କୋରିଓଗ୍ରାଫର ନିଜର ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏଥିରେ ସେ କଳା ପୋଷାକ ପିନ୍ଧି ହାତରେ ବ୍ୟାଗ୍ ଧରି ଚାଲୁଥିବାର ଦେଖାଯାଇଥିଲା । ସାଥୀରେ ଥିଲେ ପତ୍ନୀ ଲିଜେଲ । ରେମୋ ସିଙ୍ଗମରେ ବୁଡ଼ ପକାଇବା ସହ ଧ୍ୟାନରେ ଲୀନ ହୋଇଥିଲେ । ସେ ଡଙ୍ଗାରେ ବସି ବୁଲିଥିଲେ । ପକ୍ଷୀମାନଙ୍କୁ ଦାନା ଖୁଆଇଥିଲେ । ପତ୍ନୀଙ୍କ ସହ ମହାକୁମ୍ଭରେ ପହଞ୍ଚିଥିବା ରେମୋ ସ୍ୱାମୀ କୈଳାଶାନନ୍ଦ ଗିରି ମହାରାଜଙ୍କ ପ୍ରବଚନ ଶୁଣି ଆଶୀର୍ବାଦ ନେଇଥିଲେ ।

Tags: Kumbhamelasunil gover
ShareTweetShareSend
Sanchar Live

Sanchar Live

Next Post
୩ ବର୍ଷର ନାବାଳିକା ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ

୩ ବର୍ଷର ନାବାଳିକା ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.